or_tw/bible/other/magistrate.md

22 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଦଣ୍ଡାଧିକାରୀ, ଦଣ୍ଡାଧିକାରୀଗଣ
## ସଂଜ୍ଞା:
ଏକ ଦଣ୍ଡାଧିକାରୀ ଜିଜୁକ୍ତି କରା ଯାଇ ଥିବା ଏକ ଅଫିସର ଅଟେ ଯେ ଏକ ବିଚାରପତି ପରି କାମ କରେ ଓ ନୀୟମ କାନୁନ ବିଷୟ ନିର୍ନୟ କରେ I
* ବାଇବଲ ସମୟରେ, ଏକ ଦଣ୍ଡାଧିକାରୀ ଲୋକମାନଙ୍କ ମଧ୍ୟରେ ମତଭେଦ ବିଷୟରେ ନିର୍ନୟ ନିଏ I
* ପୃଷ୍ଠଭୂମି ଉପରେ ନିର୍ଭର କରି, ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ “ବିଚାରପତି “କିଅବା “ନୀୟମାନୁସାରେ ଅଫିସର” କିଅବା “ସହର ନେତା” ରୂପରେ ଅନୁବାଦ ହୋଇପାରେ I
(ଆହୁରି ଦେଖନ୍ତୁ: [ବିଚାରପତି](../other/judgeposition.md), [ନୀୟମ](../kt/lawofmoses.md))
## ବାଇବଲ ପଦପର୍ବ:
* [ପ୍ରେରିତ ୧୬:୧୯-୨୧](rc://*/tn/help/act/16/19)
* [ପ୍ରେରିତ ୧୬:୩୫-୩୬](rc://*/tn/help/act/16/35)
* [ଦାନିଏଲ ୦୩:୧-](rc://*/tn/help/dan/03/01)
* [ଲୁକ ୧୨:୫୭-୫୯](rc://*/tn/help/luk/12/57)
## ବୋର୍ଡ ଡାଟା :
* Strong's: H6114, H8200, H8614, G758, G3980, G4755