26 lines
3.6 KiB
Markdown
26 lines
3.6 KiB
Markdown
# ଗୁଲିବାଣ୍ଟ, ଗୁଲିବାଣ୍ଟ କରିବା
|
||
|
||
## ପରିଭାଷା:
|
||
|
||
ବାଇବେଲରେ, “ଗୁଲିବାଣ୍ଟ” ବସ୍ତୁ ଭାବରେ ଉଲ୍ଲେଖ କରାଯାଇଛି ଯାହା ନ୍ୟାୟଯୁକ୍ତ ଏବଂ/କିମ୍ବା ନିଷ୍ପତ୍ତି ନେବା ପାଇଁ ବ୍ୟବହୃତ ହୁଏ, ସାଧାରଣତଃ ଏକ ଗୋଷ୍ଠୀ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତି ବାଛିବା ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ । “ଗୁଲିବାଣ୍ଟ କରିବା” ଏକ ନ୍ୟାୟଯୁକ୍ତ ଏବଂ/କିମ୍ବା ନିଷ୍ପତ୍ତି ନେବା ପ୍ରକ୍ରିୟାକୁ ବୁଝାଏ I
|
||
|
||
* ଆଧୁନିକ ଯୁଗରେ, କେତେକ ସଂସ୍କୃତିରେ ନଡ଼ା ବ୍ୟବହାର କରି ଗୁଲିବାଣ୍ଟ କରାଯାଏ । କିଛି ଲୋକ ନଡ଼ା ଧରିଥା’ନ୍ତି ଯାହା କେତେ ଲମ୍ବା କେହି ଦେଖି ପାରନ୍ତି ନାହିଁ । ପ୍ରତ୍ୟେକ ବ୍ୟକ୍ତି ଏକ ନଡ଼ା ବାହାର କରନ୍ତି ଏବଂ ଯିଏ ଲମ୍ବା (କିମ୍ବା କ୍ଷୁଦ୍ର) ନଡ଼ା ବାହାର କରେ ସେହି ବ୍ୟକ୍ତି ମନୋନୀତ ହୁଏ I
|
||
* ବାଇବେଲ ସମୟରେ, ବସ୍ତୁଗୁଡ଼ିକ ( “ଗୁଲିବାଣ୍ଟ“) ପାଇଁ ବ୍ୟବହୃତ ହେଉଥିଲା ଯାହା ବୋଧହୁଏ ଛୋଟ ପ୍ରସ୍ତର ଥିଲା । ପ୍ରକୃତରେ “ଗୁଲିବାଣ୍ଟ” କିପରି ଏକ ନିଷ୍ପତ୍ତିକୁ ସୂଚାଉଥିଲା ତାହା ଅଜ୍ଞାତ ଅଟେ, କିନ୍ତୁ ଏହା ବୋଧହୁଏ ପ୍ରସ୍ତରକୁ ଭୂମିରେ ପକାଇବା ସହ ସମ୍ପୃକ୍ତ ଥିଲା I
|
||
* “ଗୁଲିବାଣ୍ଟ କରିବା” ବାକ୍ୟାଂଶକୁ “ଗୁଲିବାଣ୍ଟ” କିମ୍ବା “ଗୁଲିବାଣ୍ଟ ଫିଙ୍ଗିବା” କିମ୍ବା “ଗୁଲିବାଣ୍ଟ କରିବା” ବୋଲି ଅନୁବାଦ କରାଯାଇପାରେ । “ଗୁଲିବାଣ୍ଟ” ଶବ୍ଦର ଅନୁବାଦ ଗୁଲିବାଣ୍ଟକୁ ଦୂରରୁ ଫୋପାଡିବା ପରି ଶବ୍ଦ ହେବା ଉଚିତ ନୁହେଁ I
|
||
* ଯଦି “ଗୁଲିବାଣ୍ଟ ଦ୍ୱାରା” ନିଷ୍ପତ୍ତି ନିଆଯାଏ, ତେବେ ଏହାକୁ “ଗୁଲିବାଣ୍ଟ ଦ୍ଵାରା” କିମ୍ବା “ଗୁଲିବାଣ୍ଟ ଫିଙ୍ଗିବା ଦ୍ଵାରା” ବୋଲି ଅନୁବାଦ କରାଯାଇପାରେ I
|
||
|
||
( ଦେଖନ୍ତୁ: [ଏଲୀଶାବେଥ](../names/elizabeth.md), [ଯାଜକ] (../kt/priest.md), [ଜିଖରୀୟ (OT)](../names/zechariahot.md) [ଜିଖରୀୟ ( NT)](../names/zechariahot.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଯୂନସ ୧:୭](../names/zechariahnt.md)
|
||
* [ଲୂକ ୧:୮\-୧୦](rc://*/tn/help/jon/01/06)
|
||
* [ଲୂକ ୨୩:୩୪](rc://*/tn/help/luk/01/08)
|
||
* [ମାର୍କ ୧୫:୨୨](rc://*/tn/help/luk/23/33)
|
||
* [ମାଥିଉ ୨୭:୩୫\-୩୭](rc://*/tn/help/mrk/15/22)
|
||
* [ଗୀତସଂହିତା ୨୨:୧୮\-୧୯](rc://*/tn/help/mat/27/35)
|
||
|
||
## ଶବ୍ଦବିନ୍ୟାସ :
|
||
|
||
* Strong’s: H1486, H5307, G28190, G29750
|