or_tw/bible/other/laborpains.md

2.0 KiB
Raw Permalink Blame History

ପ୍ରସବରେ, ପ୍ରସବ ଯନ୍ତ୍ରଣା, ପ୍ରସବ ବେଦନା, ସନ୍ତାନ ଉତ୍ପନ୍ନର ବେଦନା

ପରିଭାଷା:

“ପ୍ରସବ ବେଦନାଗ୍ରସ୍ତ” ଜଣେ ସ୍ତ୍ରୀଲୋକ ନିଜ ସନ୍ତାନର ଜନ୍ମ ପର୍ଯ୍ୟନ୍ତ ଯନ୍ତ୍ରଣା ଅନୁଭବ କରେ ।  ଏହାକୁ “ପ୍ରସବ ଯନ୍ତ୍ରଣା” କୁହାଯାଏ ।

  • ଗାଲାତୀୟମାନଙ୍କୁ ଲେଖିଥିବା

ପତ୍ରରେ, ପ୍ରେରିତ ପାଉଲ ଏହି ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରି ନିଜର ବିଶ୍ଵାସୀମାନଙ୍କୁ ଖ୍ରୀଷ୍ଟଙ୍କ ପରି ହେବାରେ ସାହାଯ୍ୟ କରିବାକୁ ନିଜର ତୀବ୍ର ପ୍ରୟାସକୁ ବର୍ଣ୍ଣନା କରିଥିଲେ ।

  • ପ୍ରସବ ଯନ୍ତ୍ରଣାର ଅନୁରୂପ

ବାଇବେଲରେ ମଧ୍ୟ ବାରମ୍ବାରତା ଏବଂ ତୀବ୍ରତା ସହ ବିପର୍ଯ୍ୟୟ କିପରି ଘଟିବ ତାହା ବର୍ଣ୍ଣନା କରିବାକୁ ବ୍ୟବହୃତ ହୁଏ ।

(ଦେଖନ୍ତୁ: ପ୍ରସବ, ଅନ୍ତିମ ଦିନ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: H2342, H3018, H3205, H5999, H6887, G34490, G49440, G56040, G56050