or_tw/bible/other/judaism.md

2.0 KiB
Raw Permalink Blame History

ଯିହୂଦୀ, ଯିହୂଦୀ ଧର୍ମ

ପରିଭାଷା:

“ଯିହୂଦୀ ଧର୍ମ” ଶବ୍ଦଟି ଯିହୂଦୀମାନଙ୍କ ଦ୍ୱାରା ପ୍ରଚଳିତ ଧର୍ମକୁ ବୁଝାଏ ।  ଏହାକୁ “ଯିହୁଦୀ ଧର୍ମ” ମଧ୍ୟ କୁହାଯାଏ ।

  • ପୁରାତନ ନିୟମରେ “ଯିହୂଦୀ

ଧର୍ମ” ଶବ୍ଦ ବ୍ୟବହୃତ ହୋଇଥିବାବେଳେ ନୂତନ ନିୟମରେ “ଯିହୂଦୀ ବ୍ୟବସ୍ଥା” ଶବ୍ଦ ବ୍ୟବହୃତ ହୁଏ ।

  • ଯିହୂଦୀ ଧର୍ମରେ ସମସ୍ତ ପୁରାତନ ନିୟମ ଏବଂ ନିର୍ଦ୍ଦେଶଗୁଡ଼ିକ

ଅନ୍ତର୍ଭୁକ୍ତ ଅଟେ ଯାହା ଈଶ୍ବର ଇସ୍ରାଏଲୀୟମାନଙ୍କୁ ପାଳନ କରିବାକୁ  ଦେଇଥିଲେ ।  ଏହା ମଧ୍ୟ ରୀତିନୀତି ଏବଂ ପରମ୍ପରାକୁ ଅନ୍ତର୍ଭୁକ୍ତ କରେ ଯାହା ସମୟ ସହ ଯିହୂଦୀ ଧର୍ମରେ ଯୋଡି ହୋଇଗଲା ।

  • “ଯିହୂଦୀ ଧର୍ମ” ବା “ଯିହୂଦୀମାନଙ୍କର ଧର୍ମ” ଶବ୍ଦ ଉଭୟ ପୁରାତନ ଏବଂ

ନୂତନ ନିୟମରେ ବ୍ୟବହୃତ ହୋଇପାରେ ।

  • “ଯିହୂଦୀ ବ୍ୟବସ୍ଥା”, କେବଳ ନୂତନ ନିୟମରେ ବ୍ୟବହୃତ ହେବା

ଉଚିତ, ଯେହେତୁ ସେହି ସମୟ ପୂର୍ବରୁ ଏହି ଶବ୍ଦ ବିଦ୍ୟମାନ ନଥିଲା ।

(ଦେଖନ୍ତୁ: ଯିହୂଦୀ, ବ୍ୟବସ୍ଥା)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

  • Strongs: G24540