28 lines
3.3 KiB
Markdown
28 lines
3.3 KiB
Markdown
# ବ୍ୟାଖ୍ୟା କରିବା, ବ୍ୟାଖ୍ୟା, ବ୍ୟାଖ୍ୟାକାରୀ
|
||
|
||
## ସତ୍ୟ ଘଟଣାବଳୀ:
|
||
|
||
"ବ୍ୟାଖ୍ୟା କରିବା" ଏବଂ "ବ୍ୟାଖ୍ୟା" ଶବ୍ଦଗୁଡ଼ିକୁ କୌଣସି ଅସ୍ପଷ୍ଟ ବିଷୟକୁ ବୁଝି ବ୍ୟାଖ୍ୟା କରିବାକୁ ବୁଝାଏ I
|
||
|
||
* ପ୍ରାୟତଃ ବାଇବେଲରେ ଏହି ଶବ୍ଦଗୁଡ଼ିକ ସ୍ୱପ୍ନ କିମ୍ବା ଦର୍ଶନର ଅର୍ଥ ବ୍ୟାଖ୍ୟା କରିବାକୁ ବ୍ୟବହୃତ ହୁଏ I
|
||
* ଯେତେବେଳେ ବାବିଲର ରାଜା କିଛି ଦ୍ୱନ୍ଦ୍ୱପୂର୍ଣ୍ଣ ସ୍ୱପ୍ନ ଦେଖିଲେ, ଈଶ୍ଵର ଦାନିୟେଲଙ୍କୁ ସେଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଏବଂ ସେଗୁଡ଼ିକ ଅର୍ଥ ବ୍ୟାଖ୍ୟା କରିବାରେ ସାହାଯ୍ୟ କଲେ I
|
||
* ସ୍ୱପ୍ନର “ବ୍ୟାଖ୍ୟା” ସ୍ୱପ୍ନର ଅର୍ଥ “ବ୍ୟାଖ୍ୟା” ଅଟେ I
|
||
* ପୁରାତନ ନିୟମରେ, ଈଶ୍ଵର ବେଳେବେଳେ ଲୋକମାନଙ୍କୁ ଭବିଷ୍ୟତରେ ଯାହା ଘଟିବ ତାହା ପ୍ରକାଶ କରିବାକୁ ସ୍ୱପ୍ନ ବ୍ୟବହାର କରୁଥିଲେ I ତେଣୁ ସେହି ସ୍ୱପ୍ନଗୁଡ଼ିକର ବ୍ୟାଖ୍ୟା ଭବିଷ୍ୟବାଣୀ ଥିଲା I
|
||
* “ବ୍ୟାଖ୍ୟା” ଶବ୍ଦ ଅନ୍ୟ ବିଷୟର ଅର୍ଥ ଜାଣିବା ପାଇଁ ମଧ୍ୟ ସୂଚିତ, ଯେପରିକି ଏହା ଥଣ୍ଡା କିମ୍ବା ଗରମ, କେତେ ପବନ ଏବଂ ଆକାଶର ଅବସ୍ଥା ଉପରେ ଆଧାର କରି ପାଗ କ’ଣ ହେବ ତାହା ଆକଳନ କରିବା ଅଟେ I
|
||
* “ବ୍ୟାଖ୍ୟା” ଶବ୍ଦକୁ “ଏହାର ଅର୍ଥ ଜାଣିବା” କିମ୍ବା “ବ୍ୟାଖ୍ୟା କରିବା” କିମ୍ବା “ଏହାର ଅର୍ଥ ଦେବା” ବୋଲି ଅନୁବାଦ କରାଯାଇପାରେI
|
||
* "ବ୍ୟାଖ୍ୟା" ଶବ୍ଦକୁ "ବ୍ୟାଖ୍ୟା" ବା "ଅର୍ଥ" ଭାବରେ ମଧ୍ୟ ଅନୁବାଦ କରାଯାଇପାରେ I
|
||
|
||
(ଦେଖନ୍ତୁ: [ବାବିଲୋ](../names/babylon.md), [ଦାନିୟେଲ](../names/daniel.md), [ସ୍ୱପ୍ନ](../other/dream.md), [ଭବିଷ୍ୟଦ୍ବକ୍ତା](../kt/prophet.md), [ଦର୍ଶନ](../other/vision.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [୧ କରିନ୍ଥୀୟ ୧୨:୧୦](rc://*/tn/help/1co/12/09)
|
||
* [ଦାନିୟେଲ ୪:୪-୬](rc://*/tn/help/dan/04/04)
|
||
* [ଆଦିପୁସ୍ତକ ୪୦:୪-୫](rc://*/tn/help/gen/40/04)
|
||
* [ବିଚାରକର୍ତ୍ତା ୭:୧୫-୧୬](rc://*/tn/help/jdg/07/15)
|
||
* [ଲୂକ ୧୨:୫୬](rc://*/tn/help/luk/12/54)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H0995, H3887, H6591, H6622, H6623, H7667, H7760, H7922, G12520, G13280, G13290, G13810, G19550, G20580, G31770, G47930
|