or_tw/bible/other/inquire.md

2.9 KiB
Raw Permalink Blame History

ଅନୁସନ୍ଧାନ କରିବା, ଅନୁସନ୍ଧାନ କରନ୍ତି, ଅନୁସନ୍ଧାନ କଲେ, ଅନେକ ଅନୁସନ୍ଧାନ

ତଥ୍ୟ:

“ଅନୁସନ୍ଧାନ” ଶବ୍ଦର ଅର୍ଥ ହେଉଛି କାହାକୁ ପଚାରି ଖବର ନେବା I

ଅଭିବ୍ୟକ୍ତି “ର ଅନୁସନ୍ଧାନ “ଅନେକ ସମୟରେ ଇଶ୍ୱରକୁ ଜ୍ଞାନ ଓ ସାହାଯ୍ୟ ନିମନ୍ତେ ପଚାରିବା କୁ ଦର୍ଶାଏ I

  • ପୁରାତନ ନିୟମରେ ଅନେକ ଘଟଣା ଉଲ୍ଲେଖିତ ଅଛି କି ଲୋକମାନେ ପରମେଶ୍ୱରଙ୍କର ଅନୁସନ୍ଧାନ କଲେ I
  • ଏହି ଶବ୍ଦ ରାଜା କିଅବା ଅଧିକାରୀୀ ହାକିମ ଅଧିକାରୀୀ ଅଭିଲେଖ ରୁ ଖୋଜିବାରେ ବ୍ୟବହୃତ ହୁଏ I
  • ପୃଷ୍ଠଭୂମି ଉପରେ ନିର୍ଭର କରି, “ଅନୁସନ୍ଧାନ” କୁ “ପଚାରିବା” କିଅବା “ଖବର ଜାଣିବାକୁ ପଚାରିବା” ରୂପରେ ଅନୁବାଦ କରାଯାଇପାରେ I
  • ଅଭିବ୍ୟକ୍ତି “ସଦାପ୍ରଭୁଙ୍କ ପାଇଁ ଅନୁସନ୍ଧାନ “କୁ “ସଦାପ୍ରଭୁଙ୍କୁ ଦିଶା ନିର୍ଦେଶ ନିମନ୍ତେ ପଚାରିବା” କିଅବା “ସଦାପ୍ରଭୁଙ୍କୁ ପଚାରିବା କଅଣ କରିବାକୁ ହେବ “ରୂପରେ ଅନୁବାଦ କରାଯାଏ I
  • “ଅନୁସନ୍ଧାନ ନିମନ୍ତେ” କୁ “ଘଟଣା ବିଷୟରେ ପ୍ରଶ୍ନ ପଚାରିବା” କିଅବା “ଖବର ପାଇବା ନିମନ୍ତେ ପଚାରିବା “ରୂପରେ ଅନୁବାଦ କରାଯାଏ I
  • ଯେତେବେଳେ ସଦାପ୍ରଭୁ କହିଲେ, ‘ମୁଁ ମୋ ବିଷୟରେ ଅନୁସନ୍ଧାନ କରିବକୁ ଦେବି ନାହିଁ “ଏହାକୁ “ମୁଁ ତୁମକୁ ମୋ ଖବର ଦେବା ନିମନ୍ତେ ଅନୁମତି ଦେବି ନାହିଁ “କିଅବା ତୁମକୁ ଅନୁମତି ଦିଆଯିବ ନାହିଁ କି ମୋଠାରୁ ସାହାଯ୍ୟ ମାଗ ରୂପରେ ଅନୁବାଦ କରାଯାଇପାରେ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H1240, H1245, H1875, G1830