or_tw/bible/other/hour.md

2.9 KiB
Raw Permalink Blame History

ସମୟ

ପରିଭାଷା:

କୌଣସି ବିଷୟ କେବେ କିମ୍ବା କେତେ ସମୟ ଘଟିଲା ତାହା ସୂଚାଇବା ପାଇଁ ବ୍ୟବହୃତ ହେବା ସହିତ, “ସମୟ” ଶବ୍ଦ ମଧ୍ୟ ଅନେକ ସାଙ୍କେତିକ ଉପାୟରେ ବ୍ୟବହୃତ ହୁଏ:

  • କେତେକ ସମୟରେ  “ସମୟ” ନିତ୍ୟ ସମୟ ବୁଝାଏ ଯେପରିକି  “ପ୍ରାର୍ଥନାର ସମୟ“
  • ଯେତେବେଳେ ବାଇବେଲ କହେ ଯେ ଯୀଶୁଙ୍କୁ ଯନ୍ତ୍ରଣା ଭୋଗିବାକୁ ଓ ମୃତ୍ୟୁଦଣ୍ଡ ଦେବା ପାଇଁ “ସମୟ ଆସିଲା”, ଏହାର ଅର୍ଥ ହେଉଛି ଯେ ଏହା ଘଟିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଥିଲା ଯାହା ଈଶ୍ଵର ବହୁ ପୂର୍ବରୁ ଯୋଜନା କରିଥିଲେ I
  • “ସମୟ” ଶବ୍ଦର ଅର୍ଥ “ସେହି ମୁହୂର୍ତ୍ତରେ” କିମ୍ବା “ଠିକ୍ ସେହି ସମୟରେ”
  • ଯେତେବେଳେ ବାଇବେଲ “ସମୟ” ବିଳମ୍ବ ହେବା ବିଷୟରେ କହେ, ଏହାର ଅର୍ଥ ଦିନର ବିଳମ୍ବିତ ସମୟରେ ଯେବେ ସୂର୍ଯ୍ୟ ଅସ୍ତ ହେବI

ଅନୁବାଦ ପ୍ରସ୍ତାବଗୁଡ଼ିକ:

  • ଯେତେବେଳେ ସାଙ୍କେତିକ ଭାବରେ ବ୍ୟବହୃତ ହୁଏ, “ସମୟ” ଶବ୍ଦକୁ “ସମୟ” କିମ୍ବା “ମୁହୂର୍ତ୍ତ” କିମ୍ବା “ନିର୍ଦ୍ଦିଷ୍ଟ ସମୟ” ଭାବରେ ଅନୁବାଦ କରାଯାଇପାରେ I
  • “ସେହି ଘଣ୍ଟାରେ” ବା “ସମାନ ଘଣ୍ଟା” ବାକ୍ୟାଂଶକୁ “ସେହି ମୁହୂର୍ତ୍ତରେ” କିମ୍ବା “ସେହି ସମୟରେ” କିମ୍ବା “ତୁରନ୍ତ” କିମ୍ବା “ଠିକ୍ ସେହି ସମୟରେ” ବୋଲି ଅନୁବାଦ କରାଯାଇପାରେ I
  • “ସମୟ ବିଳମ୍ବ” ଅଭିବ୍ୟକ୍ତିକୁ “ଦିନର ବିଳମ୍ବ ସମୟ” କିମ୍ବା “ଏହା ଶୀଘ୍ର ଅନ୍ଧାର ହୋଇଯିବ” କିମ୍ବା “ବିଳମ୍ବିତ ରାତି” ବୋଲି ଅନୁବାଦ କରାଯାଇପାରେ I

(ଦେଖନ୍ତୁ: ବେଳ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G56100