or_tw/bible/other/horsemen.md

1.7 KiB

ଘୋଡ଼ା ଚାଳକ, ଘୋଡ଼ା ଚାଳକମାନେ

ସଂଜ୍ଞା:

ବାଇବଲ ସମୟରେ, “ଘୋଡ଼ା ଚାଳକ ତାହାକୁ କୁହାଯାଉଥିଲା ଯେ ଯୁଦ୍ଧରେ ଘୋଡ଼ା ଚଲାଉଥିଲା I

  • ଯୋଦ୍ଧାମାନେ ଯିଏ ଘୋଡ଼ା-ରଥ ଚଲାଉଥିଲେ ସେହିମାନଙ୍କୁ “ଘୋଡ଼ା ଚାଳକ” କୁହାଯାଉଥିଲା ଯଦିଚ ଏହି ଶବ୍ଦ ସେହି ବ୍ୟକ୍ତି କୁ ଦର୍ଶାଏ ଯେ ଘୋଡ଼ା ଚଲାଏ I

ଇସ୍ରାଏଲ ଲୋକମାନେ ଏହା ବିଶ୍ୱାସ କରୁଥିଲେ ଯେ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର କରିବା ଅର୍ଥ ସଦାପ୍ରଭୁକୁ ଛାଡ଼ି ନିଜ ବଳ ଉପରେ ଅଧିକ ଗୁରୁତ୍ୱ ଦେବା ଅଟେ, ତେଣୁ ତାହାଙ୍କ ପାଖରେ ଅଧିକ ଘୋଡ଼ା ଚାଳକ ନଥିଲେ I

  • ଏହି ଶବ୍ଦ କୁ “ଘୋଡ଼ା ବାହକ “କିଅବା “ଯେ ଘୋଡ଼ା ଉପରେ ଅଛି” ରୂପରେ ଅନୁବାଦ କରାଯାଇପାରେ I

(ଆହୁରି ଦେଖନ୍ତୁ: ରଥ, ଘୋଡ଼ା)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H6571, H7395, G2460