or_tw/bible/other/horror.md

24 lines
1.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଅତି ଭୟ, ଭୟଭିତ ହେବା, ଭୟାନକ, ଅତି ଖରାପ, ଆତଙ୍କୀୟ, ବିଭିଷିକା
## ସଂଜ୍ଞା:
“ଅତି ଭୟ” ଶବ୍ଦ ଡର ର ଭାୟଭୟ ଅନୁଭାବକୁ କିଅବା ଆତଙ୍କକୁ ଦର୍ଶାଏ I
ଯେଉଁ ବ୍ୟକ୍ତି ଏହି ପ୍ରକାର ଅନୁଭବ କରେ ତାହାକୁ “ଭୟଭିତ” କୁହାଯାଏ I
* ଅତି ଭୟ, ସାଧାରଣ ଭୟଠାରୁ ଅଧିକ ନାଟକୀୟ ଅଟେ I
* ସାଧାରଣ ଭାବରେ ଯେତେବେଳେ ଜଣେ ଯେତେବେଳେ ଭୟଭିତ ହୁଏ ତାହାକୁ ଝଟକା ଲାଗେ କିଅବା ସ୍ତବ୍ଦ ହୋଇଯାଏ I
(ଆହୁରି ଦେଖନ୍ତୁ: [ଦର](../kt/fear.md), [ଆତଙ୍କ](../other/terror.md))
## ବାଇବଲ ପଦପର୍ବ:
* [ବ୍ୟବସ୍ଥାବିବରଣ ୨୮:୩୬-୩୭](rc://*/tn/help/deu/28/36)
* [ଯିହଜିକଲ ୨୩:୩୩-୩୪](rc://*/tn/help/ezk/23/33)
* [ଯିରିମିୟ :୧୨-୧୩](rc://*/tn/help/jer/02/12)
* [ଆୟୁବ ୨୧:୪-୬](rc://*/tn/help/job/21/04)
* [ଗୀତସଂହିତା ୦୫୫:୪-୫](rc://*/tn/help/psa/055/004)
## ବୋର୍ଡ ଡାଟା :
* Strong's: H367, H1091, H1763, H2152, H2189, H4032, H4923, H5892, H6343, H6427, H7588, H8047, H8074, H8175, H8178, H8186