or_tw/bible/other/hang.md

1.9 KiB
Raw Permalink Blame History

ଲଟକାଇବା, ଲଟକାନ୍ତି, ଲଟକାଇଲେ, ଫାଶୀ ଦେବା, ଫାଶୀ ଦିଅନ୍ତି, ଫାଶୀ ଦେଲେ

ସଂଜ୍ଞା:

“ଲଟକାଇବା” ଶବ୍ଦର ଅର୍ଥ ବ୍ୟକ୍ତି କିଅବା ବସ୍ତୁ କୁ ତା ସ୍ଥାନରୁ ନିଲମ୍ୱନ କରିବା I

  • ଫାଶୀ ଦେଇ ମାରିବା ର ଅର୍ଥ ରସୀ ଗଳାରେ ବାନ୍ଧି ମାରିବା ଯାହା ଏକ ବ୍ୟକ୍ତି ର ଗଳାରେ ବନ୍ଧାଯାଏ ଓ ଏକ ଜୀବନ ରକ୍ଷକ ବସ୍ତୁ ଉପରେ ରଖାଯାଏ, ଏକ ଗଛର ଶାଖା ପରି I

ଯିହୁଦା ନିଜକୁ ଫାଶୀ ଲଗାଇ ଅତ୍ମହତ୍‌ୱ୍ୟା କଲା I

  • ଜଦ୍ୟାପୀ ଯୀଶୁ ଏକ କାଠ କ୍ରୁଶରେ ଲଟକି ମରିଲେ, ତାହାଙ୍କ ଗଳାରେ କିଛି ବନ୍ଧା ଯାଇ ନଥିଲା: ସୈନିକ ତାହାଙ୍କୁ ମୃତ୍ୟୁ ନିମନ୍ତେ ହାତ (କିଅବା କଚତି)କଅଣ୍ଟା ବିଦ୍ଧ କଲେ ଓ ତାହାଙ୍କ ପାଦ କ୍ରୁଶ ଉପରେ I
  • କାହାକୁ ଲଟକାଇବା ସବୁବେଳେ କାହାକୁ ଫାସୀ ଦେଇ ତାହାର ବେକରେ ରଜ୍ଜୁ ବାନ୍ଧି ହତ୍ୟା କରିବାକୁ ଦର୍ଶାଏ I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H2614, H3363, H8518, G519