or_tw/bible/other/hail.md

2.7 KiB
Raw Permalink Blame History

କୁଆପଥର (ଶୁଭ କାମନା), କୁଆପଥରମାନ, କୁଆପଥର ବୃଷ୍ଟି, କୁଆ ବଡ଼ ପଥର ବୃଷ୍ଟି

ତଥ୍ୟ:

ଏହି ଶବ୍ଦ ବହୁଳ ଭାବରେ ଜମି ଯାଇଥିବା ପାଣି କୁ ଦର୍ଶାଏ ଯାହା ଆକାଶରୁ ପଡ଼େ I ଇଂରାଜୀରେ ଏହି ପରି ହୀ ବନାନ ଥାଇ “ହେଲ”ଶବ୍ଦର ଅର୍ଥ କାହାକୁ ଶୁଭ କାମନା ଦେବ ଯାହାର ଅର୍ଥ “ନମସ୍କାର” କିଅବା “ଆପଣଙ୍କୁ ଶୁଭ କାମନା” ହୋଇ ଥାଏ I

  • କୁଆ ଯାହା ଆକାଶରୁ ତଳକୁ ଆସେ ବରଫର ବଲ୍ କିଅବା ଖଣ୍ଡ ଗୁଡାକ ପରି ଯାହାକୁ “କୁଆପଥର “କୁହାଯାଏ I
  • ସାଧାରଣ ଭାବରେ କୁଆପଥର ଛୋଟ (କିଛି ସେନ୍ତି ମିଟର) ହୋଇ ଥାଏ, କିନ୍ତୁ ବେଳେ ବେଳେ କୁଆପଥର ବଡ଼ ହୋଇ ଥାଏ ଲଗଭଗ ସେନ୍ତି ମିଟରଯାଏ ଯାହା ୧ କିଲୋଗ୍ରାମଯାଏ ଓଜନ ହୋଇ ଥାଏ I
  • ନୂତନ ନୀୟମର ପ୍ରକାଶିତ ବାକ୍ୟରେ ୫୦ କିଲୋଗ୍ରାମ କୁଆପଥରର ବ୍ୟାଖ୍ୟା ଅଛି ଯାହା ପ୍ରଭୁ ଅନ୍ତିମ ଦିନରେ ଲୋକଙ୍କ ଦୁଷ୍ଟତା ପାଇଁ ବିଚାର କରିବେ ସେହି ସମୟରେ ପୃଥିବୀ ଉପରେ ଫପାଡିବେ I
  • “ହେଲ” ଶବ୍ଦ ପୁରୁଣା ବାଇବଲରେ ଯଥାରୀତି ଅନୁସାରେ ଏକ ଶୁଭେଚ୍ଛା ଅଟେ ଆକ୍ଷେରିକ ରୂପରେ ଅର୍ଥ “ଆନନ୍ଦିତ” ହେବା ଓ ଏହାକୁ “ଶୁଭେଚ୍ଛା ବାର୍ତ୍ତା’ କିଅବା “ନମସ୍କାର “ଅନୁବାଦ କରାଯାଏ I

(ଅନୁବାଦ ପ୍ରସ୍ତାବ: ନାମର ଅନୁବାଦ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H68, H417, H1258, H1259, G5463, G5464