23 lines
1.7 KiB
Markdown
23 lines
1.7 KiB
Markdown
# ବୃଥା ଗପ, ବୃଥା ଗପମାନ, ବ୍ୟର୍ଥ କଥା
|
||
|
||
## ପରିଭାଷା
|
||
|
||
“ବୃଥା ଗପ “ଶବ୍ଦ ଲୋକଙ୍କୁ କାହାର ବ୍ୟକ୍ତିଗତ ଜୀବନ ବିଷୟରେ, ସାଧାରଣତଃ ନକାରାତ୍ମକ ଏବଂ ଅଫଳପ୍ରଦ ରୀତିରେ କହିବାକୁ ଦର୍ଶାଇଥାଏ I ଅନେକ ସମୟରେ ଯାହା କଥାବାର୍ତ୍ତା ହୁଏ ତାହା ବାସ୍ତବରେ ଘଟି ନଥାଏ I
|
||
|
||
* ବାଇବେଲ କହେ ଯେ ଲୋକମାନଙ୍କ ବିଷୟରେ ନକାରାତ୍ମକ ସୂଚନା ବ୍ୟାପ୍ତ କରିବା ଭୁଲ ଅଟେ I ବୃଥା ଗପ ଏବଂ ଅପବାଦ ଏହିପରି ନକାରାତ୍ମକ ବିଷୟର ଉଦାହରଣ ଅଟେ I
|
||
* ବୃଥା ଗପ ଯାହା ବିଷୟରେ କରାଯାଉ ଅଛି ତାହା ନିମନ୍ତେ ହାନିକାରକ ଅଟେ କାରଣ ଅନେକ ସମୟରେ ଏହା ଅନ୍ୟ ଲୋକ ସହିତ ସହଭାଗିତାରେ ଆଘାତ ପହଞ୍ଚାଇଥାଏ I
|
||
|
||
( [ଅପବାଦ](../other/slander.md) ଦେଖନ୍ତୁ)
|
||
|
||
## ବାଇବେଲ ପଦପର୍ବଗୁଡ଼ିକ:
|
||
|
||
* [ପ୍ରଥମ ତିମଥି 05:11-13](rc://*/tn/help/1ti/05/11)
|
||
* [ଦ୍ଵିତୀୟ କରିନ୍ଥୀୟ 12:20-21](rc://*/tn/help/2co/12/20)
|
||
* [ଲେବୀୟ ପୁସ୍ତକ 19:15-16](rc://*/tn/help/lev/19/15)
|
||
* [ହିତୋପଦେଶ 16:28](rc://*/tn/help/pro/16/27)
|
||
* [ରୋମୀୟ 1:29-31](rc://*/tn/help/rom/01/29)
|
||
|
||
## ଶବ୍ଦବିନ୍ୟାସ :
|
||
|
||
* Strong’s: H5372, G26360, G53970
|