or_tw/bible/other/evildoer.md

1.4 KiB
Raw Permalink Blame History

ମନ୍ଦକାରୀ, ମନ୍ଦକାରୀମାନେ, ମନ୍ଦକରିବା

ପରିଭାଷା:

“ମନ୍ଦକାରୀ” ଶବ୍ଦଟି ସାଧାରଣତଃ ଏପରି ଲୋକମାନଙ୍କୁ ବୁଝାଏ ଯେଉଁମାନେ ପାପ କର୍ମ ଏବଂ ଦୁଷ୍ଟ କର୍ମ କରନ୍ତି I

  • ଏହା ମଧ୍ୟ ଏକ ସାଧାରଣ ଶବ୍ଦ ଭାବରେ ଯେଉଁଲୋକମାନେ ଈଶ୍ୱରଙ୍କ ଅବାଧ୍ୟ ହୁଅନ୍ତି ସେମାନଙ୍କୁ ବୁଝାଏ I
  • ଏହି ଶବ୍ଦଟିକୁ “ମନ୍ଦ” କିମ୍ୱା “ଦୁଷ୍ଟ” କାର୍ଯ୍ୟ କରିବା କିମ୍ୱା ତିଆରି କରିବା କିମ୍ୱା କିଛି କରିବା ବିଷୟ ଭାବରେ ଭାଷାନ୍ତର କରାଯାଇପାରେ I

(ମଧ୍ୟ ଦେଖନ୍ତୁ:ମନ୍ଦ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H205, H6213, H6466, H7451, H7489, G93, G458, G2038, G2040 , G2555