or_tw/bible/other/devastated.md

2.5 KiB
Raw Permalink Blame History

ଧ୍ୱଂସ କରିବା, ଧ୍ୱଂସ ହେଲା, ଧ୍ୱଂସକାରୀ, ବିଧ୍ୱଂସ, ବିଧ୍ୱଂସ ଅବସ୍ଥାଗୁଡିକ

ସଂଜ୍ଞା:

“ଧ୍ୱଂସ ହେଲା” ବା “ବିଧ୍ୱଂସ” ଶବ୍ଦଟି ଜଣଙ୍କର ସମ୍ପତ୍ତି ବା ଜମି ନଷ୍ଟ ବା ବିନଷ୍ଟ ହେବାକୁ ବୁଝାଏ । ଏହା ବହୁବାର ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ବିନଷ୍ଟ ବା ଦଖଲ କରିବା ଅନ୍ତର୍ଭୁକ୍ତ ହୋଇଥାଏ ।

  • ଏହା ଏକ ଅତ୍ୟନ୍ତ କଠୋର ପୁଣି ସମ୍ପୂର୍ଣ୍ଣ ବିନଷ୍ଟକୁ ବୁଝାଏ ।
  • ଉଦାହରଣ ନିମନ୍ତେ, ସଦୋମ ସହର ସେଠାରେ ବାସ କରୁଥିବା ଲୋକମାନଙ୍କର ପାପ ନିମନ୍ତେ ଦଣ୍ଡ ସ୍ୱରୂପ ଈଶ୍ୱରଙ୍କ ଦ୍ୱାରା ଧ୍ୱଂସ ହେଲା ।
  • “ବିଧ୍ୱଂସ” ଶବ୍ଦଟି ଦଣ୍ଡ ବା ବିନଷ୍ଟଠାରୁ ବହୁଳ ଭାବପ୍ରବଣତା ଦୁଃଖର ଫଳାଫଳର କାରଣ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ ।

ଅନୁବାଦ ପ୍ରସ୍ତାବ ବିଷୟଗୁଡିକ:

  • “ଧ୍ୱଂସ କରିବା” ଶବ୍ଦଟି “ସମ୍ପୂର୍ଣ୍ଣରୂପେ ନଷ୍ଟ” ବା “ସମ୍ପୂର୍ଣ୍ଣରୂପେ ଭୂମିସାତ୍” ବା “ସମ୍ପୂର୍ଣ୍ଣରୂପେ ପତନ" ରୂପେ ମଧ୍ୟ ଅନୁବାଦ କରିପାରିବା ।
  • “ବିଧ୍ୱଂସ” ପ୍ରସଙ୍ଗ ଉପରେ, “ସମ୍ପୂର୍ଣ୍ଣ ଭୂମିସାତ୍” ବା “ସମ୍ପୂର୍ଣ୍ଣ ପତନ" ବା “ଭାରାକ୍ରାନ୍ତ ଦୁଃଖ” ବା “ବିପତ୍ତି” ରୂପେ ଅନୁବାଦ କରିପାରିବା ।

ବାଇବଲ ଉଲ୍ଲେଖଗୁଡିକ:

ବୋର୍ଡ ଡାଟା :

  • Strong's: H1110, H1238, H2721, H1826, H3615, H3772, H7701, H7703, H7722, H7843, H8074, H8077