or_tw/bible/other/corrupt.md

31 lines
3.1 KiB
Markdown

# ଚରିତ୍ରହୀନ ବା ଅନୈତିକ, ଭ୍ରଷ୍ଟ, ଦୁର୍ନୀତି, ଅବିନଶ୍ଵରତା ବା ଦୁର୍ନୀତିପରାୟଣରତାର ଅସମ୍ଭାବ୍ୟତା, ଅନୈତିକ
## ସଂଜ୍ଞା:
“ଚରିତ୍ରହୀନ” ଓ “ଦୁର୍ନୀତି” ଶବ୍ଦ ଏକ ଅବସ୍ଥାକୁ ବୁଝାଏ ଯେଉଁଥିରେ ଲୋକମାନେ ନଷ୍ଟ ହୋଇଯାଇଛନ୍ତି, ଅନୈତିକ କିମ୍ବା ଠକରେ ପଡନ୍ତି।
* “ଚରିତ୍ରହୀନ” ଶବ୍ଦ ଆକ୍ଷରିକ ଅର୍ଥ ହେଉଛି ନୈତିକତାରେ “ବଙ୍କା” କିମ୍ୱା ସଦାଚାରପୂର୍ଣ୍ଣ ଭାବରେ “ଭଙ୍ଗା” ହୋଇଥିବା।
* ଜଣେ ବ୍ୟକ୍ତି ଯିଏ ଚରିତ୍ରହୀନ ଅଟେ ସେ ଚରିତ୍ର ସତ୍ୟତାରୁ ଦୂରେଇ ଯାଇଛି ଏବଂ ଯେଉଁ କାର୍ଯ୍ୟ କରୁଅଛି ତାହା ଠକ କିମ୍ବା ଅନୈତିକ ଅଟେ।
* କାହାରିକୁ ଚରିତ୍ର ହୀନ କହିବା ଅର୍ଥ ଯେ କୌଣସି ବ୍ୟକ୍ତି ଅସାଧୁ କିମ୍ୱା ଅନୈତିକ କାର୍ଯ୍ୟ କରିବା ପାଇଁ ପ୍ରବର୍ତ୍ତାଇବା।
## ଅନୁବାଦ ପ୍ରସ୍ତାବ:
* “ଚରିତ୍ରହୀନ” ଶବ୍ଦକୁ ମଧ୍ୟ “ମନ୍ଦ କାର୍ଯ୍ୟ କରିବା ନିମନ୍ତେ ପ୍ରବତ୍ତାଇବା“ ବୋଲି ଭାଷାନ୍ତର କରାଯାଇପାରିବ କିମ୍ୱା “ନୀତିହୀନ କାର୍ଯ୍ୟ କରିବାର କାରଣ ହେବା।”
* ଜଣେ ଚରିତ୍ର ହୀନ ବ୍ୟକ୍ତିଙ୍କୁ ଯଦି ବର୍ଣ୍ଣନା କରାଯାଏ ତେବେ “ଯିଏ ଅନୈତିକ କାର୍ଯ୍ୟ କରିଛି” କିମ୍ୱା “ମନ୍ଦତାକୁ ଅଭ୍ୟାସ କରୁଛି।”
* ଏହି ତଥ୍ୟ ପ୍ରକାଶ କରୁଥ‌ିବା ଶବ୍ଦକୁ ଏପରି ଭାବରେ ମଧ୍ୟ ଅନୁବାଦ କରାଯାଇପାରିବ ଯଥା “ଖରାପ,” କିମ୍ବା “ଅନୈତିକ” କିମ୍ୱା “ମନ୍ଦ।”
* “ଦୁର୍ନୀତି“ ଶବ୍ଦ ଅନୁବାଦ କରାଯାଇପାରିବ ଯଥା “ମନ୍ଦ ଅଭ୍ୟାସ” କିମ୍ବା “ମନ୍ଦ” କିମ୍ୱା “ଅନୈତିକ।”
(ପୁନଶ୍ଚ ଦେଖ: [ମନ୍ଦ](../kt/evil.md))
## ବାଇବଲ ପଦ ପର୍ବ:
* [ଯିହିଜିକଲ 20:42-44](rc://*/tn/help/ezk/20/42)
* [ଗାଲାତୀୟ 06:6-8](rc://*/tn/help/gal/06/06)
* [ଆଦି 06:12](rc://*/tn/help/gen/06/11)
* [ମାଥିଉ 12:33-35](rc://*/tn/help/mat/12/33)
* [ଗୀତ 014:1](rc://*/tn/help/psa/014/001)
## ଦତ୍ତ ବିଷୟ ଶବ୍ଦ:
* ମୂଳଶବ୍ଦ: H2610, H3891, H4889, H7843, H7844, G861, G1311, G2704, G5351, G5356