or_tw/bible/other/confirm.md

25 lines
2.7 KiB
Markdown

# ନିଶ୍ଚିତ କରିବା, ଦୃଢ଼ୀକରଣ, ଆଇନସମ୍ମତ
## ପରିଭାଷା:
"ନିଶ୍ଚିତ କରିବା" ବାକ୍ୟାଂଶଟି ଯାଞ୍ଚ କରିବାକୁ ବୁଝାଏ ଯାହାକି କୌଣସି ବିଷୟ ସତ୍ୟ ଅଟେ କିମ୍ବା ଏକ କାରବାରକୁ ଆଇନଗତ ଭାବରେ ପ୍ରମାଣିତ ହୋଇଅଛି ବୋଲି ସୂଚାଏ I
* ଯେତେବେଳେ ଜଣେ ରାଜା “ନିଶ୍ଚିତ” ହୁଅନ୍ତି ଏହାର ଅର୍ଥ ହେଉଛି ଯେ ତାଙ୍କୁ ରାଜା କରିବାର ନିଷ୍ପତ୍ତି ଲୋକମାନଙ୍କ ଦ୍ୱାରା ସହମତ  ଏବଂ ସମର୍ଥିନ ମିଳିଛି I
* କେହି କୌଣସି ବିଷୟ ଲେଖିଛନ୍ତି ଏବଂ ତାହା ନିଶ୍ଚିତ କରିବା ଅର୍ଥ ଯାହା ଲେଖାହୋଇଛି ତାହା ସତ୍ୟ ବୋଲି ପ୍ରମାଣ କରିବା ଅଟେ I
* ସୁସମଚାର “ଦୃଢୀକରଣ” ଅର୍ଥ ଲୋକମାନଙ୍କୁ ଯୀଶୁଙ୍କ ସୁସମଚାର ଶିକ୍ଷା ଏପରି ଦିଆଯାଏ ଯେ ଏହା  ସତ୍ୟ ବୋଲି ପ୍ରକାଶ ହୁଏ
* “ନିଶ୍ଚିତକରଣ ଭାବରେ” ଶପଥ କରିବା ଅର୍ଥ ହେଉଛି କୌଣସି ବିଷୟ ସତ୍ୟ ବା ବିଶ୍ୱାସଯୋଗ୍ୟ ବୋଲି ଶପଥ କରିବା ଅଟେ I
* “ନିଶ୍ଚିତ କରିବା” ବକ୍ୟାଂଶକୁ ଅନୁବାଦ କରିବାର ଉପାୟଗୁଡ଼ିକ “ସତ୍ୟ ବୋଲି ଉଲ୍ଲେଖ କରିବା” କିମ୍ବା “ବିଶ୍ୱାସଯୋଗ୍ୟ ବୋଲି ପ୍ରମାଣିତ” କିମ୍ବା “ସହମତ” କିମ୍ବା “ନିଶ୍ଚିତ କରିବା” କିମ୍ବା “ପ୍ରତିଜ୍ଞା କରିବା” ପ୍ରସଙ୍ଗ ଉପରେ ନିର୍ଭର କରେ I
([ଚୁକ୍ତିପତ୍ର](../kt/covenant.md), [ଶପଥ](../other/oath.md), [ଭରଷା](../kt/trust.md) ଦେଖନ୍ତୁ)
## ବାଇବେଲ ପଦପର୍ବଗୁଡ଼ିକ:
* [ପ୍ରଥମ ବଂଶାବଳୀ 16:15-18](rc://*/tn/help/1ch/16/15)
* [ଦ୍ଵିତୀୟ ବଂଶାବଳୀ 1:21](rc://*/tn/help/2co/01/21)
* [ଦ୍ଵିତୀୟ ରାଜାବଳୀ 23:3](rc://*/tn/help/2ki/23/03)
* [ଏବ୍ରୀ 6:16-18](rc://*/tn/help/heb/06/16)
## ଶବ୍ଦବିନ୍ୟାସ :
* Strong's: H553, H559, H1396, H3045, H3559, H4390, H4672, H5414, H5975, H6213, H6965, G950, G951, G1991, G2964, G3315, G4300, G49720