or_tw/bible/other/bronze.md

2.5 KiB
Raw Permalink Blame History

ବ୍ରୋଞ୍ଜ

ସଂଜ୍ଞା:

"ବ୍ରୋଞ୍ଜ" ଗୋଟିଏ ଧାତୁ ଯାହାକି ତମ୍ୱା ଏବଂ ଟିନ୍ କୁ ତରଳାଇ ତାହାର ମିଶ୍ରଣରେ ଅନ୍ୟ ଏକ ନୂତନ ଧାତୁରେ ପରିଣତ ହୁଏ ׀ ଏହାର ରଙ୍ଗ ଗଭୀର ଧୂସର ଏବଂ ସାମାନ୍ୟ ଲାଲ ଅଟେ ׀

  • ବ୍ରୋଞ୍ଜ ପାଣି ର ଅବକ୍ଷୟକୁ ପ୍ରତିରୋଧ କରେ ଏବଂ ତାହା ବିଦ୍ୟୁତର ଉତ୍ତମ ପରିବାହୀ ׀
  • ପ୍ରାଚୀନ କାଳରେ ବ୍ରୋଞ୍ଜକୁ ହତିଆର,ଶସ୍ତ୍ର,କଳାକୃତି,ବେଦି,ଖାଦ୍ୟ ପାତ୍ର ଏବଂ ଅନ୍ୟ ରାଜାଙ୍କ ସୈନିକମାନଙ୍କ ସାଞ୍ଜୁ ନିର୍ମାଣରେ ବ୍ୟବହାର କରାଯାଉଥିଲା ׀
  • ବହୁତ ଅଟ୍ଟାଳିକାର ସାମଗ୍ରୀ ଯେପରିକି ତମ୍ୱୁ ଏବଂ ମନ୍ଦିର ନିମନ୍ତେ ବ୍ରୋଞ୍ଜ ଦ୍ୱାରା ନିର୍ମିତ ହେଉଥିଲା ׀
  • ମିଥ୍ୟା ଦେବତାମାନଙ୍କ ମୂର୍ତ୍ତି ମଧ୍ୟ ବ୍ରୋଞ୍ଜ ଦ୍ୱାରା ନିର୍ମାଣ କରାଯାଉଥିଲା ׀
  • ବ୍ରୋଞ୍ଜ ଦ୍ୱାରା ନିର୍ମିତ ବସ୍ତୁକୁ ପ୍ରଥମେ ତରଳାଇ ତାହାକୁ ଛାଞ୍ଚରେ ଢଳାଯାଇ ନୂତନ ବସ୍ତୁ ନିର୍ମାଣ କରାଯାଉଥିଲା ׀

ଏହି ପ୍ରକାର ପଦ୍ଧତିକୁ ଢଳାଇ କୁହାଯାଏ ׀

(ଦେଖନ୍ତୁ: ଅଜଣାକୁ କିପରି ଅନୁବାଦ କରିବେ)

(ଦେଖନ୍ତୁ: ସାଞ୍ଜୁ, ତମ୍ୱୁ, ମନ୍ଦିର)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H5153, H5154, H5174, H5178, G5470, G5474, G5475