21 lines
1.0 KiB
Markdown
21 lines
1.0 KiB
Markdown
# କନ୍ୟା, କନ୍ୟା
|
||
|
||
## ପରିଭାଷା:
|
||
|
||
ଏକ କନ୍ୟା ଏକ ବିବାହ ସମାରୋହରେ ଥିବା ମହିଳା ଅଟେ ଯିଏ ତାଙ୍କ ସ୍ୱାମୀ ସହ ବିବାହ କରେ ।
|
||
|
||
* “କନ୍ୟା” ଶବ୍ଦଟି ଯୀଶୁଙ୍କ ମଣ୍ଡଳୀର ବିଶ୍ଵାସୀମାନଙ୍କ ପାଇଁ ରୂପକ ଅଟେ ।
|
||
* ଯୀଶୁଙ୍କୁ ସାଙ୍କେତିକ ଭାବରେ ମଣ୍ଡଳୀର “ବ୍ ବର” କୁହାଯାଏ । (ଦେଖନ୍ତୁ: [ରୂପକ](rc://*/ta/man/translate/figs-metaphor))
|
||
|
||
(ଏହା ମଧ୍ୟ ଦେଖନ୍ତୁ: [ବର](../other/bridegroom.md), [ମଣ୍ଡଳୀ](../kt/church.md))
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଯାତ୍ରାପୁସ୍ତକ ୨୨:୧୬](rc://*/tn/help/exo/22/16)
|
||
* [ଯିଶାୟ ୬୨:୫](rc://*/tn/help/isa/62/05)
|
||
* [ଯୋୟେଳ ୨:୧୬](rc://*/tn/help/jol/02/16)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H3618, G35650
|