or_tw/bible/other/bowweapon.md

2.1 KiB
Raw Permalink Blame History

ଧନୁ ଏବଂ ଶର

ସଂଜ୍ଞା:

ଏହି ପ୍ରକାର ଅସ୍ତ୍ର ଗୋଟିଏ ତାର ଯୁକ୍ତ ଧନୁରେ ଶର ଲଗାଯାଇ ଥାଏ ׀ ବାଇବନ ସମୟରେ ଏହା ଶତୃମାନଙ୍କ ସହ ଯୁଦ୍ଧ କରିବା ସମୟରେ ବା ଖାଦ୍ୟ ପାଇଁ ପଶୁମାନଙ୍କୁ ମାରିବା ସମୟରେ ବ୍ୟବହାର କରାଯାଉଥିଲା ׀

  • ଧନୁକୁ କାଠ, ହାଡ଼, ଧାତୁ କିମ୍ୱା ଅନ୍ୟ କଠିଣ ପଦାର୍ଥ ଯେପରିକି ହରିଣର ଶିଙ୍ଗ ଦ୍ୱାରା ନିର୍ମାଣ କରାଯାଉଥିଲା ׀

ଏହା ବଙ୍କାକୃତି ଏବଂ ଗୋଟିଏ ରଶି କିମ୍ୱା ତାରରେ ଜୋର୍ରେ ବନ୍ଧା ହୋଇଥାଏ ׀

  • ଶର ହେଉଛି ଏକ ପାଖରେ ପତଳା ବେଣ୍ଟ ଓ ଅନ୍ୟ ପାଖରେ ତୀକ୍ଷ୍ଣ ସୂଚକ ଥାଏ ׀

ପ୍ରାଚୀନ କାଳରେ ଶରକୁ ବିଭିନ୍ନ ପଦାର୍ଥ ଯଥା କାଠ,ହାଡ଼,ପଥର କିମ୍ୱା ଧାତୁରେ ନିର୍ମାଣ କରାଯାଉଥିଲା ׀

  • ଧନୁ ଏବଂ ଶର କୁ ସାଧାରଣ ଭାବେ ଶିକାରୀ ଏବଂ ଯ଼ୋଦ୍ଧାମାନେ ବ୍ୟବହାର କରୁଥିଲେ ׀
  • ପ୍ରାସଙ୍ଗିକ ଭାବେ "ଶର" ଶବ୍ଦକୁ ବାଇବଲରେ ଶତୃର ଆକ୍ରମଣ କିମ୍ୱା ଈଶ୍ୱରଙ୍କ ବିଚାରକୁ ବୁଝାଏ ׀

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H2671, H7198, G5115