or_tw/bible/other/blotout.md

26 lines
2.5 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ବିଲୁପ୍ତ କରିବା, ପୋଛିଦେବା
## ସଂଜ୍ଞା:
"ବିଲୁପ୍ତ କରିବା" ବା "ପୋଛିଦେବା" ଶବ୍ଦଟି କୌଣସି ବିଷୟକୁ ବା ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବା ବା ନଷ୍ଚ କରିବାକୁ ପ୍ରକାଶ କରେ ׀
* ଏହି ପରିପ୍ରକାଶ ଈଶ୍ୱରଙ୍କ ଆଡ଼ୁ ହେଲେ ତାହାର ସକରାତ୍ମକ ଭାବ ଦେଖାଯାଏ ଯେପରିକି ପରମେଶ୍ୱର ଆମର ସମସ୍ତ ପାପ କୁ ବିଲୁପ୍ତ କରନ୍ତି ଏବଂ ତାହା କେବେ ବି ସ୍ମରଣ କରନ୍ତି ନାହିଁ ׀
* ବେଳେବେଳେ ଏହାର ନକରାତ୍ମକ ପରିପ୍ରକାଶ ହୁଏ ଯେପରିକି ପରମେଶ୍ୱର ସେମାନଙ୍କ ପାପ ହେତୁ ସମସ୍ତ ଲୋକଙ୍କୁ ବିଲୁପ୍ତ କଲେ ବା ଧ୍ୱଂସ କଲେ ׀
* ବାଇବଲ ପରିପ୍ରକାଶ କରେ ଯେ ଜଣେ ବ୍ୟକ୍ତିଙ୍କ ନାମ ଜୀବନ ପୁସ୍ତକରୁ " ବିଲୁପ୍ତ କରିବା" ବା "ହଟାଇ ଦେବା" ଅର୍ଥାତ୍ ସେ ବ୍ୟକ୍ତି ଜଣକ ଅନନ୍ତ ଜୀବନ ପାଇବ ନାହିଁ ׀
## ଅନୁବାଦ ର ପ୍ରସ୍ତାବ
* ପ୍ରସଙ୍ଗ ଅନୁଯାୟୀ ଏହାକୁ "ପଛରେ ପକାଇ ଦେବା" ବା "ବାହାର କରିଦେବା" ବା "ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା" ବା "ସମ୍ପୂର୍ଣ୍ଣ ରୂପେ ହଟାଇ ଦେବା" ବୋଲି ଅନୁବାଦ କରାଯାଇପାରେ ׀
* ଜୀବନ ପୁସ୍ତକରୁ କୌଣସି ବ୍ୟକ୍ତିଙ୍କ ନାମ ହଟାଇ ଦେବା ବିଷୟକୁ "ବାହାର କରିଦେବା" ବା "ଲିଭାଇ ଦେବା" ବୋଲି ଅନୁବାଦ କରାଯାଇପାରେ ׀
## ବାଇବଲ ସମ୍ୱନ୍ଧ ଉଲ୍ଲେଖ
* [ଦ୍ୱିତୀୟ ବିବରଣୀ 29:20-21](rc://*/tn/help/deu/29/20)
* [ଗଣନା 32:30-32](rc://*/tn/help/exo/32/30)
* [ଆଦି 07:23-24](rc://*/tn/help/gen/07/23)
* [ଗୀତସଂହିତା 051:1-2](rc://*/tn/help/psa/051/001)
## ବୋର୍ଡ ଡାଟା :
* Strong's: H3971, H4229, G631, G1591, G1813