or_tw/bible/other/blemish.md

2.0 KiB
Raw Permalink Blame History

ଦୋଷ, କଳଙ୍କ, ନିର୍ଦ୍ଦୋଷ

ଘଟଣାବଳି:

"ଦୋଷ" ଶବ୍ଦ ଟି କୌଣସି ପଶୁ କିମ୍ୱା ବ୍ୟକ୍ତି ର ଶାରିରୀକ ତୃଟି ବା ଅସିଦ୍ଧତା କୁ ବୁଝାଏ ׀ ଏହା ଲୋକମାନଙ୍କ ଆତ୍ମିକ ଅପୂର୍ଣ୍ଣତା ଏବଂ ଭୂଲ କୁ ମଧ୍ୟ ସୂଚିତ କରେ ׀

  • ଗୋଟିଏ ନିର୍ଦ୍ଦିଷ୍ଟ ବଳିଦାନ ନିମନ୍ତେ ପରମେଶ୍ୱର ଇଶ୍ରାୟେଲୀୟ ଲୋକମାନଙ୍କୁ ନିଜର ଦୋଷ କିମ୍ୱା ଭୂଲ ପାଇଁ ପଶୁ ବଳିଦାନ ନିମନ୍ତେ ଆଜ୍ଞା ଦେଇଥିଲେ ׀
  • ଯୀଶୁ ଖ୍ରୀଷ୍ଟ ବିନା ପାପରେ କିପରି ସମ୍ପୂର୍ଣ୍ଣ୍ଣ ବଳିକୃତ ହୋଇଥିଲେ ତାହା ଗୋଟିଏ ଛବି ׀
  • ଖ୍ରୀଷ୍ଟରେ ଥିବା ବିଶ୍ୱାସୀମାନେ ତାହାଙ୍କ ରକ୍ତ ଦ୍ୱାରା ଧୌତ ହୋଇ ନିର୍ଦ୍ଦୋଷ ବୋଲି ବିଚାରିତ ହୁଅନ୍ତି ׀
  • ଏହି ଶବ୍ଦ କୁ "ତ୍ରୁଟି" ବା "ଅପୂର୍ଣ୍ଣତା" ବା "ପାପ" ବୋଲି ପ୍ରସଙ୍ଗ ଅନୁଯାୟୀ ଅନୁବାଦ କରାଯାଇପାରେ ׀

(ଦେଖନ୍ତୁ: ବିଶ୍ୱାସ, ନିର୍ମଳ, ତ୍ୟାଗ, ପାପ)

ବାଇବଲ ସମ୍ୱନ୍ଧ ଉଲ୍ଲେଖ

ବୋର୍ଡ ଡାଟା :

  • Strong's: H3971, H8400, H8549, G3470