or_tw/bible/other/biblicaltimewatch.md

2.3 KiB
Raw Permalink Blame History

ପ୍ରହର (ବାଇବେଲର ସମୟ)

ପରିଭାଷା:

ବାଇବେଲ ସମୟରେ, ଏକ “ପ୍ରହର” ରାତିର ଏକ ସମୟ ଥିଲା ଯେଉଁଥିରେ ଜଣେ ପ୍ରହରୀ କିମ୍ବା ସହରର ଜଗୁଆଳି ଶତ୍ରୁଠାରୁ ସୁରକ୍ଷା କରିବା ଦାୟୀତ୍ଵରେ ରହୁଥିଲେ ׀

·        ପୂରାତନ ନିୟମ ଅନୁଯାୟୀ ଇସ୍ରାଏଲୀୟମାନଙ୍କର ତିନୋଟି ପ୍ରହର ଥିଲା ଯେପରିକି  “ଆରମ୍ଭ “(ସୂର୍ଯ୍ୟାସ୍ତରୁ ରାତ୍ରି ୧୦),  “ମଧ୍ୟମ “(ରାତ୍ରି ୧୦ରୁ ପାହାନ୍ତିଆ ) ଏବଂ  “ପ୍ରଭାତ” (ପାହାନ୍ତିଆ ରୁ ସୂର୍ଯୋଦୟ) ׀

·        ନୂତନ ନିୟମ ଅନୁଯାୟୀ ଯିହୁଦୀମାନେ ରୋମୀୟ ନୀୟମାନୁସାରେ ଚାରଟି ପ୍ରହର ଅନୁସରଣ କରୁଥିଲେ ଯେପରିକି  “ପ୍ରଥମ “(ସୂର୍ଯ୍ୟାସ୍ତରୁ ରାତ୍ରି ୯), “ଦ୍ୱିତିୟ” (ରାତ୍ରି ୯ ଟାରୁ ମଧ୍ୟରାତ୍ରି), “ତୃତୀୟ “(ମଧ୍ୟରାତ୍ରିରୁ ପାହାନ୍ତିଆ ୩), “ଚତୁର୍ଥ” (ପାହାନ୍ତିଆ ୩ରୁ ସୂର୍ଯୋଦୟ) ପର୍ଯ୍ୟନ୍ତ ׀

·        ଏହି ଶବ୍ଦଗୁଡ଼ିକ ସାଧାରଣ ଭାବରେ ବିଭିନ୍ନ ସମୟ ଅନୁଯାୟୀ ମଧ୍ୟ ଅନୁବାଦ କରାଯାଇପାରେ ଯେପରିକି “ବିଳମ୍ୱିତ ସନ୍ଧ୍ୟା” ବା  “ମଧ୍ୟ ରାତ୍ରି” ବା  “ଅତି ପ୍ରଭାତ ସମୟ”׀

(ଦେଖନ୍ତୁ: ସମୟ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ:

Strongs: H0821, G54380