21 lines
1.3 KiB
Markdown
21 lines
1.3 KiB
Markdown
# “ଆଡ଼ମ୍ବରପୂର୍ଣ୍ଣ ଭୋଜନ ଉତ୍ସବ”
|
||
|
||
## ପରିଭାଷା:
|
||
|
||
ଏକ ଆଡ଼ମ୍ବରପୂର୍ଣ୍ଣ ଭୋଜନ ଉତ୍ସବ ଏକ ବୃହତ ଭୋଜି ଅଟେ ଯେଉଁଠାରେ ଅନେକ ଖାଦ୍ୟର ସମାହାର ଥାଏ ׀
|
||
|
||
* ପ୍ରାଚୀନ କାଳରେ ରାଜନୈତିକ ନେତାଗଣ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ଅତିଥିମାନଙ୍କ ନିମନ୍ତେ ରାଜାମାନେ ଅନେକ ସମୟରେ ଭୋଜିର ଆୟୋଜନ କରୁଥିଲେ ׀
|
||
* ଏହାକୁ “ବିସ୍ତୃତ ଭୋଜି” କିମ୍ବା “ଗୁରୁତ୍ତ୍ୱପୂର୍ଣ୍ଣ ଭୋଜି” କିମ୍ବା “ଅନେକ ଖାଦ୍ୟର ସମାହାର”ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
|
||
|
||
## ବାଇବେଲ ପଦପର୍ବ:
|
||
|
||
* [ଦାନିୟେଲ ୫:୧୦](rc://*/tn/help/dan/05/10)
|
||
* [ଯିଶାଇୟ ୫:୧୧-୧୨](rc://*/tn/help/isa/05/11)
|
||
* [ଯିରିମୀୟ ୧୬:୮](rc://*/tn/help/jer/16/07)
|
||
* [ଲୂକ ୫:୨୯-୩୨](rc://*/tn/help/luk/05/29)
|
||
* [ପରମଗୀତ ୨:୩-୪](rc://*/tn/help/sng/02/03)
|
||
|
||
## ଶବ୍ଦବିନ୍ୟାସ:
|
||
|
||
* Strong’s: H4960, H4961, H8354, G11730, G14030
|