or_tw/bible/other/admonish.md

18 lines
1.5 KiB
Markdown

# ଉପଦେଶ ଦେବା ବା ମୃଦୁ ଭର୍ତ୍ସନା କରିବା, ସାବଧାନ କରାଇଦେବା ବା ଚେତାବନୀ, ଅବଗତ
## ସଂଜ୍ଞା:
“ଉପଦେଶ ଦେବା” ଶବ୍ଦର ଅର୍ଥ ସାମାନ୍ୟ ଭାବରେ ଚେତାବନୀ ଦେବା କିମ୍ୱା କାହାକୁ ପରାମର୍ଶ ଦେବା।
* ପ୍ରାୟତ “ଉପଦେଶ ଦେବା” ଅର୍ଥ ଜଣକୁ କୌଣସି କାର୍ଯ୍ୟ ନ କରିବା ପାଇଁ ପରାମର୍ଶ ଦେବା।
* ଖ୍ରୀଷ୍ଟଙ୍କ ଶରୀରରେ, ବିଶ୍ୱାସୀମାନଙ୍କ ପାପକୁ ତ୍ୟାଗ କରିବା ଏବଂ ପବିତ୍ର ଜୀବନ ଅତିବାହିତ କରିବା ନିମନ୍ତେ ପରସ୍ପରକୁ ପରାମର୍ଶ ଦେବାପାଇଁ ଶିକ୍ଷା ଦିଆଯାଇଛି I
* ଗାଳିଦେବା ଶବ୍ଦ “ପାପ ନ କରିବା ପାଇଁ ଉତ୍ସାହିତ କରିବା” କିମ୍ୱା “ପାପ ନ କରିବା ପାଇଁ ଜଣକୁ ଅନୁରୋଧ କରିବା” ଭାବରେ ଅନୁବାଦ କରାଯାଇପାରିବ I
## ବାଇବଲ ପଦ ପର୍ବ:
* [ନିହିମୀୟା 09:32-34](rc://*/tn/help/neh/09/32)
## ଦତ୍ତ ବିଷୟ ଶବ୍ଦ:
* ମୂଳଶବ୍ଦ: H2094, H5749, G3560, G3867, G5537