or_tw/bible/names/zacchaeus.md

1.7 KiB
Raw Permalink Blame History

ଜଖୀୟ

ସତ୍ୟ ଘଟଣାବଳୀ:

ଜଖୀୟ  ଯିରୀହୋରୁ ଜଣେ କର ଆଦାୟକାରୀ ଥିଲେ ଯିଏ ଯୀଶୁଙ୍କୁ ଦେଖିବା ପାଇଁ ଏକ ଗଛ ଉପରକୁ ଚଡିଥିଲେ ଯାହାଙ୍କୁ ବହୁ ସଂଖ୍ୟାରେ ଲୋକ ଘେରି ରହିଥିଲେ I

  • ଜଖୀୟ ଯୀଶୁଙ୍କ ଉପରେ ବିଶ୍ୱାସ କଲାପରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲେ I
  • ସେ ଲୋକମାନଙ୍କୁ ପ୍ରତାରଣା କରିଥିବାବାର ପାପରୁ ଅନୁତାପ କଲେ ଏବଂ ତାଙ୍କର ଅଧା ସମ୍ପତ୍ତି ଗରିବ ଲୋକମାନଙ୍କୁ ଦେବେ ବୋଲି ପ୍ରତିଶୃତି ଦେଲେ I
  • ସେ ଲୋକମାନଙ୍କଠାରୁ ଆଦାୟ କରିଥିବା କରର ଚାରିଗୁଣ ଅଧିକ ଫେରେଇ ଦେବେ ବୋଲି ପ୍ରତିଶୃତି ଦେଲେ I

(ନାମଗୁଡ଼ିକ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

(ବିଶ୍ୱାସପ୍ରତିଜ୍ଞାଅନୁତାପପାପକରକର ଆଦୟକାରୀ: ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G21950