or_tw/bible/names/marymagdalene.md

2.0 KiB
Raw Permalink Blame History

ମଗ୍‌ଦଲୀନୀ ମରୀୟମ

ସତ୍ୟ ଘଟଣାବଳୀ:

ମଗ୍‌ଦଲୀନୀ ମରୀୟମ ଅନେକ ମହିଳାମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ଯୀଶୁଙ୍କଠାରେ ବିଶ୍ୱାସ କରୁଥିଲେ ଏବଂ ତାଙ୍କ ସେବାକାର୍ଯ୍ୟରେ ତାଙ୍କୁ ଅନୁସରଣ କରିଥିଲେ I ସେ ସେହି ସ୍ତ୍ରୀ ଥିଲେ ଯାହାକୁ ଯୀଶୁ ସାତ ଭୂତମାନଙ୍କଠାରୁ ସୁସ୍ଥ କରିଥିଲେ I

  • ମଗ୍‌ଦଲୀନୀ ମରୀୟମ ଓ ଅନ୍ୟ କେତେକ ସ୍ତ୍ରୀ ଯୀଶୁ ଓ ତାହାଙ୍କର ଶିଷ୍ୟମାନଙ୍କୁ ସାହାଯ୍ୟ କରୁଥିଲେ I
  • ଯେଉଁମାନେ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବା ପରେ ପ୍ରଥମେ ଦେଖିଥିଲେ, ସେମାନଙ୍କ ମଧ୍ୟରେ ସେ ପ୍ରଥମେ ଥିଲେ I
  • ଯେବେ ମଗ୍‌ଦଲୀନୀ ମରୀୟମ କବର ବାହାରେ ଠିଆ ହେଲେ, ସେ ଯୀଶୁଙ୍କୁ ସେଠାରେ ଠିଆ ହେବାର ଦେଖିଲେ ଏବଂ ଯୀଶୁ ତାହାଙ୍କୁ ଅନ୍ୟ ଶିଷ୍ୟମାନଙ୍କୁ ଯାଇ କହିବାକୁ କହିଲେ I

(ନାମଗୁଡ଼ିକୁ କିପରି ଅନୁବାଦ କରିବେ: ଅନୁବାଦ ପ୍ରସ୍ତାବଗୁଡ଼ିକ)

ଦୁଷ୍ଟଆତ୍ମାଭୂତଗ୍ରସ୍ତ: ଦେଖନ୍ତୁ)

ବାଇବେଲ   ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G30940, G31370