or_tw/bible/names/iconium.md

1.9 KiB
Raw Permalink Blame History

ଇକନୀୟ

ସତ୍ୟ ଘଟଣାବଳୀ:

ଇକନୀୟ ଦକ୍ଷିଣ ତୁର୍କୀର ଏକ ଅଂଶ ଥିଲା ଯାହା ବର୍ତ୍ତମାନ ତୁର୍କୀର ଦେଶ ଅଟେ I

  • ପାଉଲଙ୍କର ପ୍ରଥମ ମିଶନାରୀ ଯାତ୍ରାରେ, ସେ ଏବଂ ବର୍ଣ୍ଣବ୍ବା ଇକନୀୟକୁ ଗଲେ ଯେତେବେଳେ ଯିହୁଦୀମାନେ ସେମାନଙ୍କୁ ଆନ୍ତିୟଖିଆ ସହର ଛାଡିବାକୁ ବାଧ୍ୟ କଲେ I
  • ତା’ପରେ ଅବିଶ୍ୱାସୀ ଯିହୁଦୀ ଏବଂ ଇକନୀୟର ଅଣଯିହୂଦୀମାନେ ମଧ୍ୟ ପାଉଲ ଏବଂ ତାଙ୍କ ସାଥୀମାନଙ୍କୁ ପଥରାଘାତ କରିବା ପାଇଁ ଯୋଜନା କଲେ, କିନ୍ତୁ ସେମାନେ ନିକଟସ୍ଥ ଲୁସ୍ତ୍ରା ସହରକୁ ପଳାଇଲେ I
  • ଏହାପରେ ଆନ୍ତିୟଖିଆ ଏବଂ ଇକନୀୟର ଲୋକମାନେ ଲୁସ୍ତ୍ରାକୁ ଆସି ପାଉଲଙ୍କୁ ପଥରାଘାତ ପାଇଁ ସେଠାରେ ଲୋକଙ୍କୁ ଏକତ୍ରିତ କଲେI

(ନାମଗୁଡ଼ିକୁ କିପରି ଅନୁବାଦ କରାଯିବ ଦେଖନ୍ତୁ)

(ବର୍ଣ୍ଣବ୍ବା, ଲୁସ୍ତ୍ରା, ପଥର ଦେଖନ୍ତୁ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strongs: G24300