or_tw/bible/names/amorite.md

3.8 KiB
Raw Permalink Blame History

ଇମୋରୀୟ, ଇମୋରୀୟଗଣ

ତଥ୍ୟମାନ:

ଇମୋରୀୟମାନେ ଏକ ଶକ୍ତିଶାଳୀ ଗୋଷ୍ଠୀର ଲୋକମାନେଥିଲେ ଯେଉଁମାନେ ନୋହଙ୍କ ବଡ ପୁଅ କିଣାନଙ୍କ ବଂଶଗତଥିଲେ I

  • ତାଙ୍କର ନାମର ଅର୍ଥ “ଶ୍ରେଷ୍ଠ ଏକ” ଯାହା ପାର୍ୱତୀୟ ସ୍ଥାନକୁ ସୂଚାଇପାରେ, ଯେଉଁଠାରେ ସେମାନେ ବାସ କରୁଥିଲେ କିମ୍ୱା ଏହି ତଥ୍ୟ ନିମନ୍ତେ କି ସେମାନେ ବହୁତ ଡେଙ୍ଗା ହେଉଥିଲେ I
  • ଇମୋରୀୟମାନେ ଯର୍ଦ୍ଦନ ନଦୀର ଦୁଇ ପାର୍ଶ୍ୱରେ ବସବାସ କରୁଥିଲେ I

ଅୟ ନଗର ଇମୋରୀୟମାନଙ୍କ ଦ୍ୱାରା ସ୍ଥାପିତ କରାଯାଇଥିଲା I

  • ପରମେଶ୍ୱର ଇମୋରୀୟମାନଙ୍କ ପାପକୁ ସୂଚାନ୍ତି, ଯାହା ମିଥ୍ୟା ପ୍ରଭୁଙ୍କ ଆରାଧନା ଏବଂ ପାପଯୁକ୍ତ ବ୍ୟବହାରରେ ମଧ୍ୟ ଲିପ୍ତଥିଲେ I
  • ଯିହୋଶୁୟ ଇମୋରୀୟକୁ ନଷ୍ଟ କରିବାରେ ଇସ୍ରାଏଲୀୟମାନଙ୍କୁ ପ୍ରବର୍ତ୍ତାଇଥିଲେ, ଯେପରି ପରମେଶ୍ୱର ସେମାନଙ୍କୁ କରିବାକୁ ଆଦେଶ ଦେଇଥିଲେ I

ବାଇବଲ ପଦ ପର୍ୱ:

ବାଇବଲ କାହାଣିରୁ ଉଦାହରଣ:

  • ୧୫:୦୭ କିଛି ସମୟ ପରେ, କିଣାନରେ ଅନ୍ୟ ଏକ ଲୋକମାନଙ୍କ ଗୋଷ୍ଠୀର ରାଜା, ଇମୋରୀୟ, ଶୁଣିଲେ ଯେ ଗିବିୟୋନୀୟମାନେ ଇସ୍ରାଏଲୀୟମାନଙ୍କ ସହ ସାନ୍ତିର ସନ୍ଧି କରିଛନ୍ତି, ସେଥିପାଇଁ ସେମାନେ ସେମାନଙ୍କ ସୈନ୍ୟମାନଙ୍କୁ ଏକତ୍ର କରି ଏକ ବଡ ସେନା ପ୍ରସ୍ତୁତ କଲେ ଏବଂ ଗିବିୟୋନ୍‌କୁ ଆକ୍ରମଣ କଲେ I
  • ୧୫:୦୮ ଅତୀ ପ୍ରଭାତରେ ସେମାନେ ଇମୋରୀୟ ସେନାକୁ ଆଶ୍ଚର୍ଯ୍ୟ କଲେ ଏବଂ ସେମାନଙ୍କୁ ଆକ୍ରମଣ କଲେ I
  • ୧୫:୦୯ ପରମେଶ୍ୱର ସେହିଦିନ ଇଶ୍ରାଏଲ ନିମନ୍ତେ ଯୁଦ୍ଧ କଲେ I

ସେ ଇମୋରୀୟମାନଙ୍କୁ ଭ୍ରମ କରିବାର କାରଣ ହେଲେ ଏବଂ ସେ ବିଶାଳ କୁଆପଥର ଗୁଡ଼ିକ ପଠାଇଲେ ତାହା ଅନେକ ଇମୋରୀୟମାନଙ୍କୁ ହତ୍ୟା କଲା I

  • ୧୫:୧୦ ପରମେଶ୍ୱର ସୁର୍ଯ୍ୟକୁ ମଧ୍ୟ ଆକାଶ ମଧ୍ୟରେ ଏକ ସ୍ଥାନରେ ରଖିଲେ ସେଥିନିମନ୍ତେ ଇଶ୍ରାଏୟ ଇମୋରୀୟମାନଙ୍କୁ ସମ୍ପୂର୍ଣ୍ଣ୍ଣ ହରାଇବା ନିମନ୍ତେ ଯଥେଷ୍ଟ ସମୟ ପାଇଲେ I

ବୋର୍ଡ ଡାଟା :

  • Strong's: H567,