or_tw/bible/names/abner.md

1.8 KiB
Raw Permalink Blame History

ଅବ୍‌ନର

ସଂଜ୍ଞା

ପୁରାତନ ନିୟମରେ ଅବ୍‌ନର ଶାଉଲ ରାଜାଙ୍କ ଜ୍ଞାତି ଭାଇଥିଲେ I

  • ଅବ୍‌ନର ଶାଉଲଙ୍କ ସେନାର ମୁଖ୍ୟ ସେନାପତିଥିଲେ, ଏବଂ ଦାଉଦ ବୀର ଗଲିୟାତ୍‌ଙ୍କୁ ହତ୍ୟା କଲା ଉତ୍ତାରେ, ଯୁବା ଦାଉଦଙ୍କୁ ଶାଉଲଙ୍କ ସହ ପରିଚୟ କରାଇଥିଲେ I
  • ଶାଉଲ ରାଜାଙ୍କ ମୃତ୍ୟୁ ପରେ, ଯେତେବେଳେ ଦାଉଦ ଯିହୁଦାର ରାଜା ରୂପେ ନିଯୁକ୍ତି ହୋଇଥିଲେ, ଅବ୍‌ନର ଶାଉଲଙ୍କ ପୁତ୍ର ଈଶ୍‌ବୋଶତଙ୍କୁ ଇସ୍ରାଏଲର ରାଜା ରୂପେ ନିଯୁକ୍ତି କଲେ I
  • ପରେ, ଅବ୍‌ନର ଦାଉଦଙ୍କ ମୁଖ୍ୟ ସେନାପତି ଯୋୟାବଙ୍କ ଦ୍ୱାରା ବିଶ୍ୱାସଘାତପୂର୍ବକ ମୃତ୍ୟୁଭୋଗ କଲେ I

(ଅନୁବାଦ ସୂଚନା: ନାମକୁ ଅନୁବାଦ କିପରି କରାଯାଏ)

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H74