or_tw/bible/names/abijah.md

2.1 KiB

ଅବୀୟ

ସତ୍ୟ ଘଟଣାବଳୀ:

ଅବୀୟ ଯିହୂଦାର ଜଣେ ରାଜା ଥିଲେ ଯିଏକି ଖ୍ରୀଷ୍ଟପୂର୍ବ 915 ଠାରୁ 913 ପର୍ଯ୍ୟନ୍ତ ଶାସନ କରିଥିଲେ I ସେ ରାଜା ରିହବୀୟାମଙ୍କ ପୁତ୍ର ଥିଲେ I ପୂରାତନ ନିୟମରେ ଅବୀୟ ନାମକ ଅନେକ ଅନ୍ୟ ପୁରୁଷ ମଧ୍ୟ ଥିଲେ I

  • ଶାମୁୟେଲଙ୍କ ପୁତ୍ରଗଣ ଅବୀୟ ଏବଂ ଯୋୟେଲ ବେର୍‌ଶେବାରେ ଇସ୍ରାଏଲ ଲୋକମାନଙ୍କ ଉପରେ ଶାସନ କରୁଥିଲେ I କାରଣ ଅବୀୟ ଏବଂ ତାଙ୍କ ଭାଇ ଅସାଧୁ ଏବଂ ଲୋଭୀ ଥିଲେ, ଲୋକମାନେ ତାଙ୍କ ବଦଳରେ ଶାସନ କରିବା ନିମନ୍ତେ ଅନ୍ୟ ରାଜାଙ୍କୁ ନିଯୁକ୍ତି କରିବାକୁ ଶାମୁୟେଲଙ୍କୁ କହିଲେ I
  • ଦାଉଦ ରାଜାଙ୍କ ସମୟରେ ଅବୀୟ ଏକ ମନ୍ଦିରର ଧର୍ମଯାଜକ ଥିଲେ I
  • ଅବୀୟ ଯାରବୀୟାମ୍ ରାଜାଙ୍କର ଜଣେ ପୁତ୍ରଥିଲେ I
  • ଅବୀୟ ଜଣେ ମହାଯାଜକ ମଧ୍ୟ ଥିଲେ ଯିଏକି ବାବିଲର ବନ୍ଦୀତ୍ଵରୁ ଯିରୂଶାଲମକୁ ଯିରୁବାବିଲ ସହ ଫେରି ଆସିଥିଲେ I

(ନାମ ଅନୁବାଦ: ଆନୁବାଦ ପ୍ରସ୍ତାବଗୁଡ଼ିକ)

ବାଇବେଲ ପଦପର୍ବ:

ଶବ୍ଦବିନ୍ୟାସ :

  • Strong's: H29, G7