or_tw/bible/kt/scribe.md

31 lines
2.7 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

# ଶାସ୍ତ୍ରୀ
## ପରିଭାଷା:
ଶାସ୍ତ୍ରୀମାନେ ଏପରି ଅଧିକାରୀ ଥିଲେ ଯେଉଁମାନେ ହସ୍ତରେ ଗୁରୁତ୍ୱପୂର୍ଣ୍ଣ ସରକାରୀ କିମ୍ବା ଧାର୍ମିକ ଦଲିଲ ଲେଖିବା କିମ୍ବା ନକଲ କରିବା ପାଇଁ ଦାୟୀତ୍ଵ ଥିଲେ। ଯିହୁଦୀ ଶାସ୍ତ୍ରୀଙ୍କ ଅନ୍ୟ ନାମ ଥିଲା “ଯିହୁଦୀ ବ୍ୟବସ୍ଥାରେ ପାରଦର୍ଶୀ।”
* ପୁରାତନ ନିୟମର ପୁସ୍ତକଗୁଡ଼ିକର ନକଲ ଏବଂ ସୁରକ୍ଷିତ ରଖିବା ପାଇଁ ଶାସ୍ତ୍ରୀମାନେ ଦାୟୀ ଥିଲେ ।
* ସେମାନେ ଧାର୍ମିକ ମତ ଏବଂ ଈଶ୍ଵରଙ୍କ ବ୍ୟବସ୍ଥାରେ ଉପରେ ମନ୍ତବ୍ୟର ନକଲ, ସଂରକ୍ଷଣ ଏବଂ ବ୍ୟାଖ୍ୟା କରିଥିଲେ ।
* ବେଳେବେଳେ ଶାସ୍ତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ସରକାରୀ କର୍ମଚାରୀ ପଦବୀରେ ନିଯୁକ୍ତ ହେଉଥିଲେ।
* ବାଇବେଲରେ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ରୀମାନଙ୍କ ମଧ୍ୟରେ  ବାରୂକ ଏବଂ ଏଜ୍ରା ଅନ୍ତର୍ଭୁକ୍ତ ଅଟନ୍ତି ।
* ନୂତନ ନିୟମରେ, “ଶାସ୍ତ୍ରୀ“ଶବ୍ଦକୁ “ବ୍ୟବସ୍ଥାର ଶିକ୍ଷକ” ବୋଲି ଅନୁବାଦ କରାଯାଇଛି ।
* ନୂତନ ନିୟମରେ, ଶାସ୍ତ୍ରୀମାନେ ଧାର୍ମିକ ଦଳର ଅଂଶ ଥିଲେ, ସେହି ଦଳକୁ “ଫାରୂଶୀ” ଦଳ ବୋଲି କୁହାଯାଏ ଏବଂ ଏହି ଦୁଇ ଦଳ ବାରମ୍ୱାର ଉଲ୍ଲେଖ କରାଯାଇଛି ।
([ବ୍ୟବସ୍ଥା](../kt/lawofmoses.md), [ଫାରୂଶୀ](../kt/pharisee.md): ଦେଖନ୍ତୁ)
## ବାଇବେଲ ପଦପର୍ବ:
* [ପ୍ରେରିତ 4:5](rc://*/tn/help/act/04/05)
* [ଲୂକ 7:29\-30](rc://*/tn/help/luk/07/29)
* [ଲୂକ 20:47](rc://*/tn/help/luk/20/45)
* [ମାର୍କ 1:22](rc://*/tn/help/mrk/01/21)
* [ମାର୍କ 2:16](rc://*/tn/help/mrk/02/15)
* [ମାଥିଉ 5:19\-20](rc://*/tn/help/mat/05/19)
* [ମାଥିଉ 7:28](rc://*/tn/help/mat/07/28)
* [ମାଥିଉ 12:38](rc://*/tn/help/mat/12/38)
* [ମାଥିଉ 13:52](rc://*/tn/help/mat/13/51)
## ଶବ୍ଦବିନ୍ୟାସ :
* Strong's: H568, H5613, H783, G1122