35 lines
2.9 KiB
Markdown
35 lines
2.9 KiB
Markdown
# ନାସରୀୟ, ନାସରୀୟମାନେ, ନାସରୀୟ ବ୍ରତ
|
||
|
||
## ଘଟଣାବଳି:
|
||
|
||
ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ଗ୍ରହଣ କରେ ତାକୁ “ନାସରୀୟ” ବୋଲି ବୁଝାଏ
|
||
ଅଧିକାଂଶ ପୁରୁଷମାନେ ଏହି ବ୍ରତ ନିଅନ୍ତି କିନ୍ତୁ ମହିଳାମାନେ ମଧ୍ୟ ନେଇପାରିବେ
|
||
|
||
* ଯେଉଁ ବ୍ୟକ୍ତି ନାସରୀୟ ବ୍ରତ ନିଏ ସେ କିଛି ସମୟ ନିମନ୍ତେ କୌଣସି ଖାଦ୍ୟ କିମ୍ୱା ଦ୍ରାକ୍ଷାରସ ପିଇବ ନାହିଁ ବୋଲି ସମ୍ମତି ପ୍ରକାଶ କରେ ଏବଂ ବ୍ରତପାଳନ କୁ ସଫଳ କରିବ ବୋଲି ସହମତି ଦିଏ
|
||
|
||
ଏହି ସମୟ ମଧ୍ୟରେ ସେ ତାହାର ବାଳ କାଟିବ ନାହିଁ କିମ୍ୱା ମୃତ ଲୋକ ପାଖକୁ ଯିବ ନାହିଁ
|
||
|
||
* ଯେତେବେଳେ କିଛି ଦିନ ବିତିଯାଏ ଓ ବ୍ରତ ସମ୍ପୂର୍ଣ୍ଣ୍ଣ ହୁଏ, ନାସରୀୟ ଯାଜକ ପାଖକୁ ଯାଇ ବଳି ଉତ୍ସର୍ଗ କରେ
|
||
|
||
ନିଜର ବାଳ କାଟି ଏହାକୁ ପୋଡି ପକାଏ
|
||
ତାପରେ ସମସ୍ତ ବାଛନ୍ଦ ଉଠିଯାଏ
|
||
|
||
* ପୁରାତନ ନିୟମରେ ଜଣାଶୁଣ ନାମ ଶାମସନ ଜଣେ ନାସରୀୟ ବ୍ରତ ପାଳନକାରୀଥିଲେ
|
||
* ଜିଖରିୟଙ୍କୁ ଦୂତ ଘୋଷଣା କଲେ ବାପ୍ତିଜକ ଯୋହନ ତାଙ୍କର ପୁତ୍ର କେବେ ହେଁ ସୁରାପାନ କରିବା ନାହିଁ ଯାହା ଦର୍ଶାଏ ଯେ ଯୋହନ ମଧ୍ୟ ନାସରୀୟ ବ୍ରତ ପାଳନ କରୁଥିଲେ
|
||
* ପ୍ରେରିତ ପୁସ୍ତକରେ ଏକ ଅଂଶ ପ୍ରକାଶ କରେ ଯେ ପ୍ରେରିତ ପାଉଲ ମଧ୍ୟ ଥରେ ଏହି ବ୍ରତ ପାଳନ କରିଥିଲେ, ପ୍ରେରିତ ପୁସ୍ତକର ଏକ ଅଂଶ ଅନୁସାରେ
|
||
|
||
(ଅନୁବାଦ ପ୍ରସ୍ତାବ ଗୁଡିକ: [ନାମ ଗୁଡିକର ଅନୁବାଦ](rc://*/ta/man/translate/translate-names))
|
||
|
||
ଦେଖ: [ଯୋହନ (ବାପ୍ତିଜକ)](../names/johnthebaptist.md), [ବଳିଦାନ](../other/sacrifice.md), [ଶାମସନ](../names/samson.md), [ବ୍ରତ](../kt/vow.md),
|
||
|
||
## ବାଇବଲ ପୃଷ୍ଠଭୂମି:
|
||
|
||
* [ପ୍ରେରିତ ୧୮:୧୮-୧୯](../names/zechariahot.md)
|
||
* [ଆମୋଶ ୦୨:୧୧-୧୨](rc://*/tn/help/act/18/18)
|
||
* [ବିଚାରକର୍ତ୍ତା ୧୩:୩-୫](rc://*/tn/help/amo/02/11)
|
||
* [ଗଣନା ୦୬:୧-୪](rc://*/tn/help/jdg/13/03)
|
||
|
||
## ବୋର୍ଡ ଡାଟା :
|
||
|
||
* Strong's: H5139
|