or_tw/bible/kt/hebrew.md

29 lines
2.7 KiB
Markdown

# ଏବ୍ରୀୟ
## ସତ୍ୟ ଘଟଣାବଳିଗୁଡ଼ିକ:
“ଏବ୍ରୀୟ” ଶବ୍ଦ ଏକ ସାଧାରଣ ଅର୍ଥରେ ଇସହାକ ଏବଂ ଯାକୁବଙ୍କ ଦ୍ଵାରା ଅବ୍ରହାମଙ୍କଠାରୁ ଆସିଥିବା ଲୋକମାନଙ୍କୁ ବୁଝାଏ I
* ନିର୍ଦ୍ଦିଷ୍ଟ ଶବ୍ଦ “ଏବ୍ରୀୟ” ଲୋକ ଗୋଷ୍ଠୀର ଜଣେ ବ୍ୟକ୍ତିଙ୍କୁ କିମ୍ବା ସେହି ଗୋଷ୍ଠୀ ଦ୍ୱାରା କଥିତ ଭାଷାକୁ ସୂଚାଇପାରେ I
* ପୁରାତନ ନିୟମର ଅଧିକାଂଶ ଅଂଶ “ଏବ୍ରୀୟ” ଭାଷାରେ ଲେଖାଯାଇଥିଲା | ଅବଶ୍ୟ, ନୂତନ ନିୟମର ଅଧିକାଂଶ କ୍ଷେତ୍ରରେ, ନିର୍ଦ୍ଦିଷ୍ଟ ଶବ୍ଦ “ଏବ୍ରିୟ” ବୋଧହୁଏ ଏବ୍ରୀୟ ଭାଷା ଅପେକ୍ଷା ଆରାମିକ୍ ଭାଷାକୁ ସୂଚିତ କରେ |
* ବାଇବେଲର ବିଭିନ୍ନ ସ୍ଥାନରେ ଏବ୍ରୀୟମାନଙ୍କୁ “ଇସ୍ରାଏଲ” କିମ୍ବା “ଯିହୁଦୀ” ମଧ୍ୟ କୁହାଯାଉଥିଲା |ଏହା ଅନୁବାଦ କରିବାବେଳେ, ଯେପର୍ଯ୍ୟନ୍ତ ଏହା ସ୍ପଷ୍ଟ ଯେ ଏହି ଶବ୍ଦଗୁଡ଼ିକ ସମାନ ଲୋକ ଗୋଷ୍ଠୀକୁ ସୂଚିତ କରେ ତେବେ ସମସ୍ତ ତିନୋଟି ଶବ୍ଦକୁ ପାଠ୍ୟରେ ପୃଥକ ରଖିବା ସର୍ବୋତ୍ତମ ହେବ |
(ଅନୁବାଦ ପ୍ରସ୍ତାବଗୁଡ଼ିକ: [ନାମଗୁଡ଼ିକୁ କିପରି ଅନୁବାଦ କରାଯିବ](rc://*/ta/man/translate/translate-names))
( [ଇସ୍ରାଏଲ](../kt/israel.md), [ଯିହୁଦୀ](../kt/jew.md), [ଯିହୁଦୀ ନେତାମାନେ](../other/jewishleaders.md)  ଦେଖନ୍ତୁ)
## ବାଇବେଲ ପଦପର୍ବଗୁଡ଼ିକ:
* [ପ୍ରେରିତ 26: 12-14](rc://*/tn/help/act/26/12)
* [ଆଦିପୁସ୍ତକ 39:13-15](rc://*/tn/help/gen/39/13)
* [ଆଦିପୁସ୍ତକ 40:15](rc://*/tn/help/gen/40/14)
* [ଆଦିପୁସ୍ତକ 41:12-13](rc://*/tn/help/gen/41/12)
* [ଯୋହନ 5:1-4](rc://*/tn/help/jhn/05/01)
* [ଯୋହନ 19:13](rc://*/tn/help/jhn/19/12)
* [ଯୂନସ 1:8-10](rc://*/tn/help/jon/01/08)
* [ଫିଲିପ୍‍ପୀୟ 3:5](rc://*/tn/help/php/03/04)
## ଶବ୍ଦବିନ୍ୟାସ :
* Strong's: H5680, G1444, G1445, G1446, G14470