or_tw/bible/kt/forsaken.md

4.3 KiB
Raw Permalink Blame History

ତ୍ୟାଗ କରିବା, ତ୍ୟାଗୀ, ତ୍ୟାଗୀ ଦେଇ ଅଛନ୍ତି, ତ୍ୟାଗୀ ଦେଲେ

ସଂଜ୍ଞା:

“ତ୍ୟାଗ କରିବା “ଶବ୍ଦ ର ଅର୍ଥ ହେଉଛି କାହାକୁ ପରିତ୍ୟାଗ କରିବା କିଅବା ଛାଡ଼ିଦେବା I ଯାହାକୁ ପରିତ୍ୟାଗ କରାଯାଇଅଛି ଆଉ କାହା ଦ୍ୱାରା ଅନ୍ତର କିଅବା ପରିତ୍ୟାଗ ସେ ହୋଇ ଅଛି I

  • ଯେତେବେଳେ ଲୋକମାନେ ଈଶ୍ୱରଙ୍କୁ “ପରିତ୍ୟାଗ “କରନ୍ତି, ସେମାନେ ଅନାଜ୍ଞାକାରୀ ହୋଇ ତାହାଙ୍କ ପ୍ରତି ଅବିଶବସ୍ତ ହୋଇ ଅଛନ୍ତି I
  • ଯେତେବେଳେ ପରମେଶ୍ୱର ଲୋକଙ୍କୁ “ପରିତ୍ୟାଗ” କରନ୍ତି, ସେ ସେମାନଙ୍କୁ ସାହାଯ୍ୟ କରିବା ବନ୍ଦ କରି ଦିଅନ୍ତି ଓ ସେମାନେ ତାଡ଼ନା ଅନୁଭବରେରେ ଯିବା ନିମନ୍ତେ ଅନୁମତି ଦିଅନ୍ତି କି ସେମାନେ ତାହାଙ୍କ ପାଖକୁ ଫେରି ଆସନ୍ତୁ I
  • ଏହି ଶବ୍ଦର ଅର୍ଥ ବସ୍ତୁ ତ୍ୟାଗ, ପରିତ୍ୟାଗ କରିବା, ଈଶ୍ୱରଙ୍କ ଶିକ୍ଷା ଅନୁସାରେ ନ ଚାଲିବା I
  • “ପରିତ୍ୟାଗ କଲେ “ଶବ୍ଦ ଅତୀତ କାଳ ନିମନ୍ତେ ବ୍ୟବହାର କରାଯାଇପାରେ, ଯେପରି ସେ ତୁମକୁ ପରିତ୍ୟାଗ “କରି ଅଛନ୍ତି କିଅବା ସେହି ଲୋକ କୁ ଦର୍ଶାଏ ଯେ “ପରିତ୍ୟାଗ” କରାଯାଇଅଛି I

ଅନୁବାଦ ପ୍ରସ୍ତାବ:

ଅଲଗା ପ୍ରକାରେ ଏହି ଶବ୍ଦକୁ ଅନୁବାଦ କଲେ ଏହା “ତ୍ୟାଗୀ ଦେବା “କିଅବା “ଅବହେଳା କରିବା “କିଅବା “ଛାଡ଼ି ଦେବା” କିଅବାଠାରୁ ଦୁରେଇ ଯିବା “କିଅବା “ପଛରେ ଛାଡ଼ିବା ଓ ପୃଷ୍ଠଭୂମି ଉପରେ ନିର୍ଭର କରି I

  • ଈଶ୍ୱରଙ୍କ ବ୍ୟବସ୍ଥା “ପରିତ୍ୟାଗ “କୁ “ଈଶ୍ୱରଙ୍କ ବ୍ୟବସ୍ଥା ନମାନିବା “ରୂପରେ ଅନୁବାଦ କରାଯାଇପାରେ I

ଏହାକୁ ଏହି ପ୍ରକାରେ ମଧ୍ୟ ଅନୁବାଦ କରାଯାଇପାରେ ଯେପରି “ସମ୍ପୂର୍ଣ୍ଣ ତ୍ୟାଗ କରିବା “କିଅବା ଛାଡ଼ି ଦେବା “କିଅବା ତାହାଙ୍କ ଶିକ୍ଷା କିଅବା ନୀୟମର “ଆଜ୍ଞାକାରୀ ନ ହେବା “I

  • ବାକ୍ୟାଂଶ “ତ୍ୟାଗ କରାଯାଇଅଛି “ଏହି ପ୍ରକାରେ ଅନୁବାଦ କରାଯାଇପାରେ ଯେପରି “ଟ୍ୟାଗିକୃତ “କିଅବା “ଦୁରେଇ ଦିଆ ଯାଇଛି “I
  • ଏହି ଶବ୍ଦକୁ ସ୍ପଷ୍ଟ ଭାବରେ ଅନୁବାଦ କରିବା ନିମନ୍ତେ ଅଲଗା ଅଲଗା ଶବ୍ଦ ପ୍ରୟୋଗ କରି ଥାଉ, ଏହା ନିର୍ଭର କରେ କି ଅନୁଛେଦ ବ୍ୟକ୍ତି କିଅବା ପଦାର୍ଥ ପରିତ୍ୟାଗ କରିବା ବିଷୟରେ କହୁ ଅଛି I

ବାଇବଲ ପଦପର୍ବ:

ବୋର୍ଡ ଡାଟା :

  • Strong's: H488, H2308, H5203, H5428, H5800, H5805, H7503, G646, G657, G863, G1459, G2641,