or_tw/bible/kt/exhort.md

27 lines
3.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଉପଦେଶ ଦେବା, ଉପଦେଶ
## ପରିଭାଷା:
“ଉପଦେଶ ଦେବା” ଶବ୍ଦର ଅର୍ଥ କୌଣସି ବ୍ୟକ୍ତିକୁ ଦୃଢ଼ତାର ସହ ଉତ୍ସାହିତ କରିବା ଏବଂ ଅନୁରୋଧ କରିବା ଅଟେ I ଏହିପରି ପ୍ରୋତ୍ସାହନକୁ “ପରାମର୍ଶ” କୁହାଯାଏ।
* ଲୋକମାନଙ୍କୁ ପାପରୁ ଦୂରେଇ ଈଶ୍ୱରଙ୍କ ଇଛାକୁ ଅନୁକରଣ କରିବା ପାଇଁ ପ୍ରବର୍ତ୍ତାଇବା ହିଁ ଉପଦେଶର ଉଦ୍ଦେଶ୍ୟ ଅଟେ।
* ନୂତନ ନିୟମ  ଖ୍ରୀଷ୍ଟିୟାନମାନଙ୍କୁ ପରସ୍ପରକୁ କଠୋର ଭାବରେ ଉପଦେଶ ନ ଦେଇ ପ୍ରେମରେ ଉତ୍ସାହିତ କରିବା ପାଇଁ ଶିକ୍ଷା ଦିଏ।
## ଅନୁବାଦ ପ୍ରସ୍ତାବଗୁଡ଼ିକ:
* ପ୍ରସଙ୍ଗକୁ ଆଧାର କରି “ଉପଦେଶ ଦେବା” ଶବ୍ଦଟିକୁ “ଦୃଡ଼ ଭାବରେ ପ୍ରେରଣା ଦେବା” କିମ୍ୱା “ପ୍ରବର୍ତ୍ତାଇବା” କିମ୍ୱା “ପରାମର୍ଶ ଦେବା” ବୋଲି ଅନୁବାଦ  କରାଯାଇପାରେ।
* ଏହି ଶବ୍ଦର ଅନୁବାଦ ଯେପରି  ଉତ୍ସାହକାରୀ କ୍ରୋଧିତ ଅଟେ ବୋଲି ପ୍ରକାଶ ନ କରେ ତାହା ନିଶ୍ଚିତ କରନ୍ତୁ। ଏହି ଶବ୍ଦଟି ବୌଦ୍ଧିକତା ଓ ଚିନ୍ତାଶୀଳତା ପ୍ରକାଶ କରିବା ଉଚିତ ମାତ୍ର ଏହା କୋଣସି କ୍ରୋଧର ବକ୍ତବ୍ୟକୁ ନ ବୁଝାଇବା ଉଚିତ।
* ଅଧିକାଂଶ ପୃଷ୍ଟଭୂମିରେ, “ଉପଦେଶ ଦେବା” ଶବ୍ଦଟିକୁ ଭିନ୍ନ ଭାବରେ "ସାହସ ବଢ଼ାଇବା," ଯାହାର ଅର୍ଥ ଆଶ୍ୱସ୍ତ କରିବା, କିମ୍ୱା ସ୍ୱାନ୍ତନା ଦେବା ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
* ସାଧାରଣତଃ ଏହିଶବ୍ଦକୁ “ଅନୁଯୋଗ” ବ୍ୟତିତ ଭିନ୍ନ ଭାବରେ ଅନୁବାଦ କରାଯାଇପାରିବ ଯେପରି ଅନ୍ୟମାନଙ୍କୁ ଖରାପ ଆଚରଣକୁ ସଂଶୋଧନ କରିବା କିମ୍ୱା ସତର୍କକରାଇ ଦେବା ଅଟେ।
## ବାଇବେଲ ପଦପର୍ବ:
* [1 ଥେସଲନୀକୀୟ 2:3-4](rc://*/tn/help/1th/02/03)
* [1 ଥେସଲନୀକୀୟ 2:12](rc://*/tn/help/1th/02/10)
* [1 ତୀମଥି 05:02](rc://*/tn/help/1ti/05/01)
* [ଲୂକ 03:18](rc://*/tn/help/luk/03/18)
## ଶବ୍ଦବିନ୍ୟାସ:
* Strongs: G38670, G38700, G38740, G43890