or_tw/bible/kt/eternity.md

60 lines
8.5 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଅନନ୍ତକାଳ, ଚିରସ୍ଥାୟୀ, ଚିରନ୍ତନ, ସଦାକାଳ
## ପରିଭାଷା:
“ଚିରସ୍ଥାୟୀ” ଏବଂ “ଚିରନ୍ତନ” ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ ଏବଂ ଏହା ସବୁବେଳ କିମ୍ୱା ଚିରକାଳ ଅସ୍ତିତ୍ଵ ରହିବା ବିଷୟକୁ ବୁଝାଏ ।
* ”ଅନନ୍ତକାଳ” ଶବ୍ଦ ଏକ ଅବସ୍ଥାକୁ ବୁଝାଏ ଯାହାର ଆରମ୍ୱ ଏବଂ ଶେଷ ନଥାଏ। ଏହା ଏପରି ଜୀବନକୁ ମଧ୍ୟ ବୁଝାଏ ଯାହା କେବେ ହେଁ ଶେଷ ହେବନାହିଁ।
* ଜଗତରେ ଏହି ବର୍ତ୍ତମାନ ଜୀବନ ପରେ, ମନୁଷ୍ୟମାନେ ଅନନ୍ତକାଳ ସ୍ୱର୍ଗରେ ଈଶ୍ୱରଙ୍କ ସହ କିମ୍ୱା ନର୍କରେ ଈଶ୍ୱରଙ୍କ ବିନା ବାସ କାରିବେ।
* "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ଶବ୍ଦ ନୂତନ ନିୟମରେ ସ୍ୱର୍ଗରେ ଈଶ୍ୱରଙ୍କ ସହ ବାସ କରିବାକୁ ବୁଝାଇବା ନିମନ୍ତେ ବ୍ୟବହୃତ।
”ଚିରକାଳ” ଶବ୍ଦ ଅଶେଷ ସମୟକୁ ବୁଝାଏ।
* “ସଦାକାଳ ଏବଂ ସବୁବେଳେ” ବାକ୍ୟାଂଶରେ ସମୟର ଧାରଣା ଅଛି ଯାହା କେବେ ଶେଷ ହୁଏ ନାହିଁ ଏବଂ ଅନନ୍ତକାଳ କିମ୍ବା ଚିରନ୍ତନ ଜୀବନ ସଦୃଶ କ’ଣ ତାହା ପ୍ରକାଶ କରେ। ଏହା କୌଣସି ବିଷୟ ସର୍ବଦା ଘଟିବ କିମ୍ବା ବିଦ୍ୟମାନ ରହିବ ବୋଲି ଗୁରୁତ୍ଵ ଦିଏ । ଏହା ଏପରି ସମୟକୁ ବୁଝାଏ ଯାହା କେବେ ଶେଷ ହୁଏ ନାହିଁ।
* ଈଶ୍ୱର ଦାଉଦଙ୍କ ସିଂହାସନ “ଚିରକାଳ” ନିମନ୍ତେ ରହିବ ବୋଲି କହିଲେ । ଏହା ଏହି ସତ୍ୟତା ସୂଚିତ କରେ ଯେ ଦାଉଦଙ୍କ ବଂଶଧର ଯୀଶୁ ଚିରକାଳ ପାଇଁ ରାଜା ଭାବରେ ରାଜତ୍ୱ କରିବେ।
## ଅନୁବାଦ ପ୍ରସ୍ତାବଗୁଡ଼ିକ:
* ”ଅନନ୍ତକାଳ” କିମ୍ୱା “ଚିରସ୍ଥାୟୀ” ବାକ୍ୟାଂଶକୁ “ଅଶେଷ” କିମ୍ୱା “କଦାପି ଶେଷ ହୁଏ ନାହିଁ” କିମ୍ୱା “ସର୍ବଦା ଜୀବିତ" ବୋଲି ଅନୁବାଦ କରାଯାଇପାରେ।
* "ଅନନ୍ତ ଜୀବନ” ଏବଂ “ଚିରସ୍ଥାୟୀ ଜୀବନ” ବାକ୍ୟାଂଶକୁ  “ଜୀବନ ଯାହା କଦାପି ଶେଷ ହୁଏ ନାହିଁ” କିମ୍ୱା “ଜୀବନ ଯାହା ସର୍ବଦା ଜୀବିତ” କିମ୍ୱା “ଅନନ୍ତକାଳ ପାଇଁ ଜୀବିତ ରହିବା ପାଇଁ ଆମ୍ଭମାନଙ୍କ ଶରୀରର ଉତ୍ଥାନ” ବୋଲି ଅନୁବାଦ କରାଯାଇପାରେ
* “ଅନନ୍ତକାଳ” ବାକ୍ୟାଂଶକୁ ପ୍ରସଙ୍ଗରେ ଉପରେ ଆଧାର କରି “ସମୟ ବାହାରେ ବିଦ୍ୟମାନ” କିମ୍ୱା “ଅଶେଷ ଜୀବନ” କିମ୍ୱା “ସ୍ୱର୍ଗରେ ଜୀବନ” ବୋଲି ଅନୁବାଦ କରାଯାଇପାରେ।
* ଏହି ବାକ୍ୟାଂଶକୁ ଜାତୀୟ ଭାଷା କିମ୍ୱା ସ୍ଥାନୀୟ ଭାଷାରେ କିପରି ଅନୁବାଦ କରାଯାଇଛି ତାହା ଦେଖନ୍ତୁ। ( [ଅଜ୍ଞାତ ଶବ୍ଦକୁ କିପରି ଅନୁବାଦ କରିବେ: ଦେଖନ୍ତୁ](rc://*/ta/man/translate/translate-unknown))
* ”ସଦାକାଳ” ଶବ୍ଦକୁ “ସବୁବେଳେ” କିମ୍ୱା “ଅଶେଷ” ବୋଲି ମଧ୍ୟ ଅନୁବାଦ କରାଯାଇପାରେ।
* ”ଚିରକାଳ ପାଇଁ ରହିବ” ବାକ୍ୟାଂଶକୁ “ସବୁବେଳେ ବିଦ୍ୟମାନ” କିମ୍ୱା “କେବେ ଶେଷ ହେବ ନାହିଁ” କିମ୍ୱା “ସବୁବେଳେ ଜାରି ରହିବ” ବୋଲି ଅନୁବାଦ କରାଯାଇପାରେ।
* “ଚିରକାଳ ଏବଂ ସବୁବେଳେ” ବାକ୍ୟାଂଶକୁ “ସର୍ବଦା ଏବଂ ସର୍ବଦା ନିମନ୍ତେ” କିମ୍ୱା “କେବେ ଶେଷ ନ ହେବା” କିମ୍ୱା “ଯାହା କେବ ହେଁ ଶେଷ ହୁଏ ନାହିଁ” ବୋଲି ଅନୁବାଦ କରାଯାଇପାରେ।
* ଦାଉଦଙ୍କ ସିଂହାସନ ଚିରକାଳ ପାଇଁ ରହିବ ବାକ୍ୟାଂଶକୁ  “ଦାଉଦଙ୍କ ବଂଶଧର ଚିରକାଳ ପାଇଁ ରାଜତ୍ୱ କରିବେ” କିମ୍ୱା “ଜଣେ ଦାଉଦଙ୍କ ବଂଶଧର ସଦା ସର୍ବଦା ରାଜ୍ୟ କରିବେ” ବୋଲି ଅନୁବାଦ କରାଯାଇପାରେ।
([ଦାଉଦ](../names/david.md),[ରାଜତ୍ୱ](../other/reign.md),[ଜୀବନ](../kt/life.md): ଦେଖନ୍ତୁ)
## ବାଇବେଲ ପଦପର୍ବ:
* [ଆଦିପୁସ୍ତକ 17:8](rc://*/tn/help/gen/17/08)
* [ଆଦିପୁସ୍ତକ 48:4](rc://*/tn/help/gen/48/04)
* [ଯାତ୍ରାପୁସ୍ତକ 15:17](rc://*/tn/help/exo/15/17)
* [2 ଶାମୁୟେଲ 3:28-30](rc://*/tn/help/2sa/03/28)
* [1 ରାଜାବଳୀ 2:32-33](rc://*/tn/help/1ki/02/32)
* [ଆୟୁବ 4:20-21](rc://*/tn/help/job/04/20)
* [ଗୀତସଂହିତା 21:04](rc://*/tn/help/psa/021/004)
* [ଯିଶାଇୟ 9:6-7](rc://*/tn/help/isa/09/06)
* [ଯିଶାଇୟ 40:27-28](rc://*/tn/help/isa/40/27)
* [ଦାନିୟେଲ 7:18](rc://*/tn/help/dan/07/18)
* [ଲୂକ 18:18](rc://*/tn/help/luk/18/18)
* [ପ୍ରେରିତ 13:46](rc://*/tn/help/act/13/46)
* [ରୋମୀୟ 5:21](rc://*/tn/help/rom/05/21)
* [ଏବ୍ରୀ 6:19-20](rc://*/tn/help/heb/06/19)
* [ଏବ୍ରୀ 10:11-14](rc://*/tn/help/heb/10/11)
* [1 ଯୋହନ 1:2](rc://*/tn/help/1jn/01/02)
* [1 ଯୋହନ 5:12](rc://*/tn/help/1jn/05/12)
* [ପ୍ରକାଶିତ ବାକ୍ୟ 1:4-6](rc://*/tn/help/rev/01/04)
* [ପ୍ରକାଶିତ ବାକ୍ୟ 22:3-5](rc://*/tn/help/rev/22/03)
## ବାଇବାଲ କାହାଣୀରୁ ଉଦାହରଣଗୁଡ଼ିକ:
* [27:1](rc://*/tn/help/obs/27/01) ଦିନେ ଯିହୁଦୀ ବ୍ୟବସ୍ଥାର ବିଜ୍ଞ ବ୍ୟକ୍ତି ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି କହିଲେ,”ଗୁରୁ, **ଅନନ୍ତ ଜୀବନ** ପାଇବା ପାଇଁ ମୋତେ କଅଣ କରିବାକୁ ହେବ?"
* [28:1](rc://*/tn/help/obs/28/01) ଦିନେ ଜଣେ ଧନୀ ଯୁବା ଶାସକ ଯୀଶୁଙ୍କ ନିକଟକୁ ଆସି ତାହାଙ୍କୁ ପଚାରିଲେ, ”ଉତ୍ତମ ଗୁରୁ, **ଅନନ୍ତ ଜୀବନ** ପାଇବା ପାଇଁ ମୋତେ କଅଣ କରିବାକୁ ହେବ?" ଯୀଶୁ ତାହାଙ୍କୁ  କହିଲେ, “କଅଣ ଉତ୍ତମ ତାହା ତୁମ୍ଭେ ମୋତେ କାହିଁକି ପଚାରୁଅଛ? କେବଳ ଜଣେ ଉତ୍ତମ ଅଟନ୍ତି ଓ ସେ ଈଶ୍ଵର। କିନ୍ତୁ ଯଦି ତୁମ୍ଭେ **ଅନନ୍ତ ଜୀବନ** **ପାଇବାକୁ** ଚାହୁଁଛ, ତେବେ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କର।"
* [28:10](rc://*/tn/help/obs/28/10) ଯୀଶୁ ଉତ୍ତର ଦେଲେ, “ପ୍ରତ୍ୟେକ ଲୋକେ ଯିଏ ଗୃହ, ଭାଇ, ଭଉଣୀ, ପିତା, ମାତା, ସନ୍ତାନ, କିମ୍ୱା ସମ୍ପତ୍ତି ମୋ ନାମ ସକାଶେ ପରିତ୍ୟାଗ କରିଅଛି, ସେ 100 ଗୁଣ ପାଇବ ଏବଂ **ଅନନ୍ତ ଜୀବନ** ମଧ୍ୟ ପାଇବ।"
## ଶବ୍ଦବିନ୍ୟାସ:
* Strongs: H3117, H4481, H5331, H5703, H5705, H5769, H5865, H5957, H6924, G01260, G01650, G01660, G13360