or_tw/bible/kt/authority.md

39 lines
4.0 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଅଧିକାର
## ପରିଭାଷା:
"ଅଧିକାର" ଶବ୍ଦ ପ୍ରାୟତଃ ଜଣେ ବ୍ୟକ୍ତିଙ୍କର ପ୍ରଭାବର ପଦବୀ ଓ ଅନ୍ୟ ଜଣଙ୍କ ଉପରେ ଥିବା ନୀୟନ୍ତ୍ରଣ କିମ୍ବା ଉତ୍ତରଦାୟିତ୍ୱକୁ ବୁଝାଏ  ׀
* ରାଜା ଏବଂ ଅନ୍ୟ ଅଧିକାରୀ ଶାସକମାନଙ୍କର ଅଧିକାର ଶାସିତ ହେଉଥିବା ଲୋକମାନଙ୍କ ଉପରେ ଥାଏ ׀
* "ପ୍ରାଧିକାରୀଗଣ" ଶବ୍ଦଟି ଲୋକମାନେ, ଅଧିକାରୀ ଓ ଅନୁଷ୍ଠାନର ଅନ୍ୟମାନଙ୍କ ପ୍ରତି ଅଧିକାରକୁ ସୂଚାଏ ׀
* "ଅଧିକାରଗଣ" ଶବ୍ଦଟି ଆତ୍ମାକୁ ମଧ୍ୟ ସୂଚିତ କରେ ଯାହାଠାରେରେ ସେହି ଲୋକମାନଙ୍କ ଇପର ଶକ୍ତି ଅଛି ଯେଉଁମାନେ କି ନିଜକୁ ଈଶ୍ଵରଙ୍କ ଅଧିକାରରେ ସମର୍ପିତ କରିନାହାନ୍ତି ׀
* ମାଲିକମାନଙ୍କର ସେମାନଙ୍କ ଚାକର କିମ୍ୱା ଦାସଗଣ ପ୍ରତି ଅଧିକାର ଥାଏ ׀ ଅଭିଭାବକମାନଙ୍କର ସେମାନଙ୍କ ସନ୍ତାନମାନଙ୍କ ଉପରେ ଅଧିକାର ଥାଏ ׀
* ସରକାରଙ୍କର ସେମାନଙ୍କର ନାଗରିକମାନଙ୍କୁ ଶାସନ କରିବା ନିମନ୍ତେ ନୀତି ନିୟମ ନିର୍ଦ୍ଧାରଣ କରିବା ନିମନ୍ତେ ଅଧିକାର ଓ କ୍ଷମତା ଥାଏ ׀
## ଅନୁବାଦ ପ୍ରସ୍ତାବଗୁଡ଼ିକ
* "ଅଧିକାର " ଶବ୍ଦକୁ "ଆୟତ" କିମ୍ୱା " ଅଧିକାର" କିମ୍ୱା "ଯୋଗ୍ୟତା" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
* ବେଳେବେଳେ "ଅଧିକାର " ଶବ୍ଦକୁ "ଶକ୍ତି" ଅର୍ଥରେ ମଧ୍ୟ ବ୍ୟବହାର କରାଯାଏ ׀
* ଯେତେବେଳେ ଅଧିକାରୀଗଣ ଶବ୍ଦକୁ ଲୋକମାନଙ୍କୁ କିମ୍ୱା ଅନୁଷ୍ଠାନକୁ ଶାସନ କରୁଥିବା ଲୋକମାନଙ୍କୁ ସୂଚାଇବା ନିମନ୍ତେ ବ୍ୟବହାର କରାଯାଏ,  ଏହାକୁ "ନେତା" କିମ୍ୱା "ଶାସକ" କିମ୍ୱା "ଶକ୍ତି" ବୋଲି ଅନୁବାଦ କରାଯାଇପାରେ ׀
* "ନିଜ ଅଧିକାର ଦ୍ୱାରା" ବାକ୍ୟାଂଶକୁ "ନିଜ ଅଧିକାର ଦ୍ୱାରା ନେତୃତ୍ୱ ନେବା" କିମ୍ୱା "ନିଜ ଯୋଗ୍ୟତା ଅନୁଯାୟୀ" ବୋଲି ମଧ୍ୟ ଅନୁବାଦ କରାଯାଇପାରେ ׀
* "ଅଧିନରେ ରହିବା" ବାକ୍ୟାଂଶକୁ "ଆଜ୍ଞାମାନିବାର ଦାୟିତ୍ୱ" କିମ୍ୱା ଅନ୍ୟର ଆଦେଶକୁ ପାଳନ କରିବା" ବୋଲି ଅନୁବାଦ କରାଯାଇପାରେ ׀
( [ଆଧିକାର](../kt/command.md), [ରାଜା](../other/obey.md), [ଶକ୍ତି](../kt/power.md), [ଶାସକ](../other/ruler.md): ଦେଖନ୍ତୁ)
## ବାଇବେଲ ପଦପର୍ବ:
* [କଲସୀୟ 2:10](rc://*/tn/help/col/02/10)
* [ଏଷ୍ଟର 9:29](rc://*/tn/help/est/09/29)
* [ଆଦିପୁସ୍ତକ 41:35](rc://*/tn/help/gen/41/35)
* [ଯୂନସ 3:6-7](rc://*/tn/help/jon/03/06)
* [ଲୂକ 12:4-5](rc://*/tn/help/luk/12/04)
* [ଲୂକ 20:1-2](rc://*/tn/help/luk/20/01)
* [ମାର୍କ 1:22](rc://*/tn/help/mrk/01/21)
* [ମାଥିଉ  8:9](rc://*/tn/help/mat/08/08)
* [ମାଥିଉ  28: 19](rc://*/tn/help/mat/28/18)
* [ତୀତସ 3:1](rc://*/tn/help/tit/03/01)
## ଶବ୍ଦବିନ୍ୟାସ :
* Strongs: H8633, G08310, G14130, G18490, G18500, G20030, G27150, G52470