or_tq/luk/14/25.md

4 lines
507 B
Markdown

# ଯୀଶୁଙ୍କ ଅନୁସାରେ, ତାହାଙ୍କ ଶିଷ୍ୟମାନେ କ'ଣ କରିବା ଆବଶ୍ୟକ ?
ସେମାନେ ଆପଣା ପରିବାର ଓ ଜୀବନକୁ ଘୃଣା କରିବା ଆବଶ୍ୟକ, ଆପଣା କ୍ରୁଶ ବହନ କରି, ତାହାଙ୍କ ଅନୁଗାମୀ, ଏବଂ ସେମାନଙ୍କର ସର୍ବସ୍ଵ ତ୍ୟାଗ କରିବା ଆବଶ୍ୟକ [୧୪:୨୬-୨୭,୩୩]।