or_tq/luk/14/14.md

4 lines
457 B
Markdown

# ଯୀଶୁଙ୍କ ଅନୁଯାୟୀ, ଦରିଦ୍ର, ପଙ୍ଗୁ, ଖଞ୍ଜ ଓ ଅନ୍ଧମାନଙ୍କୁ ନିଜ ଗୃହକୁ ନିମନ୍ତ୍ରଣ କରୁଥିବା ବ୍ୟକ୍ତିକୁ କିପରି ପୁରସ୍କୃତ କରାଯିବ?
ଧାର୍ମିକମାନଙ୍କ ପୁନରୁତ୍ଥାନ ସମୟରେ ସେମାନଙ୍କୁ ପରିଶୋଧ କରାଯିବ।