or_tq/luk/14/11.md

8 lines
420 B
Markdown

# ଯିଏ ନିଜକୁ ଉନ୍ନତ କରେ, ସେ କ’ଣ ହେବ ବୋଲି ଯୀଶୁ କହିଲେ?
ଯିଏ ନିଜକୁ ଉନ୍ନତ କରେ, ସେ ନତ ହେବ।
# ଯିଏ ନିଜକୁ ନତ କରେ ତା’ର କ’ଣ ହେବ ବୋଲି ଯୀଶୁ କହିଲେ?
ଯିଏ ନିଜକୁ ନତ କରିବ ସେ ଉନ୍ନତ କରାଯିବ।