or_tq/luk/14/05.md

4 lines
477 B
Markdown

# ମୋଶାଙ୍କ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାଣେ କପଟୀ ବୋଲି ଯୀଶୁ କିପରି ଦେଖାଇଲେ?
ଯୀଶୁ ସେମାନଙ୍କୁ ସ୍ମରଣ କରାଇଲେ ଯେ ସେମାନେ ନିଜ ନିଜ ପୁତ୍ର କିମ୍ବା ପଶୁକୁ ବିଶ୍ରାମବାରରେ କୂଅରେ କୂଅରେ ପଡ଼ିଲେ ଉଠାଇବେ ।