or_tq/luk/14/01.md

4 lines
485 B
Markdown

# ଜଳୋଦର ରୋଗରେ ପୀଡିତ ଥିବା ବ୍ୟକ୍ତି ତାହାଙ୍କ ସମ୍ମୁଁଖରେ ଠିଆହୋଇଥିବା ବେଳେ, ଯୀଶୁ ବ୍ୟବସ୍ଥାଶାସ୍ତ୍ରଜ୍ଞ ଓ ଫାରୂଶୀମାନଙ୍କୁ ଯୀଶୁ କ'ଣ ପଚାରିଲେ ?
ବିଶ୍ରାମବାରରେ ସୁସ୍ଥ କରିବା ବିଧିସଙ୍ଗତ ଅଟେ, କି ନାହିଁ [୧୪:୩]?