or_tq/tit/02/14.md

4 lines
602 B
Markdown

# ଯୀଶୁ କାହିଁକି ଆପଣାକୁ ଜୀବନକୁ ଆମ୍ଭମାନଙ୍କ ନିମନ୍ତେ କାହିଁକି ଦେଲେ?
ସେ ଆମ୍ଭମାନଙ୍କ ବ୍ୟବସ୍ଥା ବିହୀନ ସ୍ୱଭାବରୁ ମୁକ୍ତ କରିବା ନିମନ୍ତେ, ପୁଣି ଆପଣା ନିମନ୍ତେ ସତ୍କର୍ମରେ ଉଦ୍‌ଯୋଗୀ ନିଜସ୍ୱ ଲୋକ ସ୍ୱରୂପେ ଶୁଦ୍ଧ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ।