or_tq/rom/14/12.md

4 lines
501 B
Markdown

# ଜଣେ ଭାଇର ବ୍ୟକ୍ତିଗତ ଦୃଢ ବିଶ୍ଵାସ ଅନୁସାରେ ପରସ୍ପର ଭାଇ ପ୍ରତି କିପରି ସ୍ଵଭାବ ହେବା ଉଚିତ୍ ?
ଆମ୍ଭେମାନେ ପରସ୍ପର ବିଚାର ନ କରି ମାତ୍ର କେହି ଯେବେ ଆପଣା ଭାଇର ବାଟରେ ବାଧାଜନକ ଓ ବିଘ୍ନଜନକ ବିଷୟ ନ ରଖିବା ଉଚିତ୍ [୧୪:୧୩]।