or_tq/rom/14/01.md

948 B
Raw Permalink Blame History

ଜଣେ ବ୍ୟକ୍ତି ଯେ ବିଶ୍ଵାସରେ ସବଳ ସେ କେଉଁ ପ୍ରକାର ଖାଦ୍ୟ ଖାଏ, ଏବଂ ଯେ ବିଶ୍ଵାସରେ ଦୁର୍ବଳ ସେ କେଉଁ ପ୍ରକାର ଖାଦ୍ୟ ଖାଏ ?

ଯେଉଁ ବାକି ବିଶ୍ଵାସରେ ସବଳ ସେ କୌଣସି ଖାଦ୍ୟ ଖାଇ ଯାଏ କିନ୍ତୁ ଯେ ବିଶ୍ଵାସରେ ଦୁର୍ବଳ ସେ କେବଳ ଶାକ ଭୋଜନ କରେ [୧୪:]।

ଜଣେ ବିଶ୍ଵାସୀ ପରସ୍ପର ଖାଦ୍ୟରେ ପୃଥକ ବିଷୟରେ କିପରି ସ୍ଵଭାବ ହେବା ଉଚିତ୍ ?

ଜଣେ ବିଶ୍ଵାସୀ ଖାଦ୍ୟ ବାବଦରେ ଜଣକୁ ତୁଚ୍ଛ କିମ୍ବା ପରସ୍ପରକୁ ବିଚାର କରିବା ଉଚିତ୍ ନୁହଁ [୧୪:୧,୩]।