or_tq/rom/12/01.md

809 B
Raw Permalink Blame History

ଜଣେ ବିଶ୍ଵାସୀ ନିମନ୍ତେ ଈଶ୍ଵରଙ୍କ ନିକଟରେ କ'ଣ ଏକ ଆତ୍ମିକ ସେବା ଅଟେ ?

ଜଣେ ବିଶ୍ଵାସୀର ଆତ୍ମିକ ସେବା ହେଉଛି ଆପଣାକୁ ଈଶ୍ଵରଙ୍କୁ ସଜୀବ ବଳିରୂପେ ଉତ୍ସର୍ଗ କରିବା [୧୨:୧]।

ରୂପାନ୍ତର ମନ ଜଣେ ବିଶ୍ଵାସୀକୁ କ'ଣ କରିବାରେ ସକ୍ଷମ କରିଥାଏ ?

ରୂପାନ୍ତର ମନ ଜଣେ ବିଶ୍ଵାସୀକୁ ଈଶ୍ଵରଙ୍କ ଇଚ୍ଛା, ଅର୍ଥାତ୍ ସୁଗ୍ରାହ୍ୟ, ସିଦ୍ଧ ବିଷୟ କ'ଣ ଜାଣିବାରେ ସାହାଯ୍ୟ କରେ [୧୨:]।