or_tq/rom/11/23.md

4 lines
511 B
Markdown

# ପ୍ରକୃତ ଶାଖାଗୁଡିକ ଯଦି ସେମାନଙ୍କର ଅବିଶ୍ଵାସରେ ନ ରହିବେ ତେବେ ଈଶ୍ଵର ସେମାନଙ୍କ ସହିତ କ'ଣ କରି ପାରିବେ ?
ଯଦି ସେମାନେ ଅବିଶ୍ଵାସରେ ନ ରୁହନ୍ତି ତେବେ ଈଶ୍ଵର ଜୀତ ବୃକ୍ଷର ପ୍ରକୃତ ଶାଖାଗୁଡିକୁ କଲମୀ କରିପାରନ୍ତି [୧୧:୨୩-୨୪]।