or_tq/rom/09/22.md

1.2 KiB
Raw Permalink Blame History

ଯେଉଁମାନେଙ୍କୁ ବିନାଶ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଅଛି ଈଶ୍ଵର ସେମାନଙ୍କ ପ୍ରତି କ'ଣ କରିବେ ?

ଈଶ୍ଵର ସେମାନଙ୍କ ପ୍ରତି ସହନଶୀଳତା ସହ ଧୈର୍ଯ୍ୟ ଧରିଅଛନ୍ତି [୯:]।

ଯେଉଁମାନେଙ୍କ ଗୌରବ ନିମନ୍ତେ ପ୍ରସ୍ତୁତ ହୋଇଅଛନ୍ତି ସେମାନଙ୍କ ସହିତ ଈଶ୍ଵର କ'ଣ କଲେ ?

ଈଶ୍ଵର ସେମାନଙ୍କୁ ଗୌରବରୂପ ଧନ ପ୍ରକାଶିତ କରିଅଛନ୍ତି [୯:୨୩]।

କେଉଁମାନଙ୍କୁ ଈଶ୍ଵର ଦୟା କରନ୍ତି ସେମାନଙ୍କଠାରୁ କେଉଁମାନଙ୍କୁ ସେ ଆହ୍ୱାନ କରିଅଛନ୍ତି ?

ଈଶ୍ଵର ଯିହୁଦୀ ଓ ଗ୍ରୀକ୍‌ମାନଙ୍କୁ ଦୟା କରିଆସୁଅଛନ୍ତି ସେମାନଙ୍କର ଉଭୟଙ୍କୁ ସେ ଆହ୍ୱାନ କରିଆସୁଅଛନ୍ତି [୯:୨୪]।