or_tq/rom/09/19.md

528 B
Raw Permalink Blame History

ଯଦି ଈଶ୍ଵର ଧାର୍ମିକ ହୋଇ ମଣିଷ ଭିତରେ ଦୋଷର କାରଣ ପାଆନ୍ତି ସେହି ପ୍ରକାର ପ୍ରଶ୍ନ କରୁଥିବା ଲୋକମାନଙ୍କୁ ପାଉଲ କେମିତି ଉତ୍ତର ଦେଇଅଛନ୍ତି ?

ପାଉଲ ସେହି ଲୋକମାନଙ୍କୁ କହନ୍ତି "ହେ ମଣିଷ ତୁମେ କିଏ ଯେ ଈଶ୍ଵରଙ୍କର ପ୍ରତିବାଦ କର ?" [୯:]।