or_tq/rom/09/14.md

8 lines
696 B
Markdown

# ଈଶ୍ଵରଙ୍କର ଦୟା ଓ କୃପାର ପଛରେ କେଉଁ କାରଣ ଅଛି ?
ଈଶ୍ଵରଙ୍କ ଦୟା କୃପାରେ ଈଶ୍ଵରଙ୍କ ଇଚ୍ଛା ଅଛି [୯:୧୪-୧୬]।
# ଈଶ୍ଵରଙ୍କ ଅନୁଗ୍ରହ ଦାନ କୃପା ଓ ଦୟାର ପଛରେ ଈଶ୍ଵରଙ୍କ କେଉଁ କାରଣ ନାହିଁ ?
ଈଶ୍ଵରଙ୍କ ଅନୁଗ୍ରହ ଦାନ କୃପା ଓ ଦୟାର ପଛରେ ଯେ ଇଚ୍ଛା କରେ ତାହାଠାରୁ ହୁଏ ନାହିଁ ମାତ୍ର ଦୟାଳୁ ଈଶ୍ଵରଙ୍କଠାରୁ ହୁଏ [୯:୧୬]।